Only for Entertainment

ସୁଟିଂ କ୍ୟାନ୍ସଲ କପିଲଙ୍କ ପାଇଁ ସାଜିଲା କାଳ । କଂଟ୍ରାକ୍ଟ ଶେଷ କରିବା ପାଇଁ ମିଳିଲା ଧମକ ।

youtube
0 39

କପିଲ ତାଙ୍କ ନୂଆ ଶୋକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି । ସବୁଠାରୁ ପ୍ରମୁଖ କାରଣ ହେଉଛି ତାଙ୍କର ସୁଟିଂ ରବ୍ଦ କରିବା ଘଟଣା । ପ୍ରଥମ ଏପିସୋଡ ପରେ ତାଙ୍କର କାମ ପ୍ରତି ବେଖାତିର ଘଟଣା ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ସାଜିଛି । ଯେପରିକି ରାନୀଙ୍କୁ ବାରମ୍ବାର ଅପେକ୍ଷା କରାଇବା ପରେ ମଧ୍ୟ ସେ ସୁଟିଂ କ୍ୟାନ୍ସଲ କରିଥିଲେ ।

ଏହି କାରଣରୁ ଚ୍ୟାନେଲକୁ ୩୦ରୁ ୩୫ ଲକ୍ଷ କ୍ଷତି ସହିବାକୁ ପଡ଼ିଛି । ତେଣୁ ଚ୍ୟାନେଲ ତାଙ୍କୁ ଚେତାବନୀ ଦେଇସାରିଛି । ଚ୍ୟାନେଲର ଜଣେ ଅଧିକାରୀ ତାଙ୍କୁ କଡ଼ା ଶବ୍ଦରେ ଚେତାବନୀ ଦେଇଛନ୍ତି । ସେ କହିଛନ୍ତିଯେ ସୁଟିଂ ଶେଷ କର ନଚେତ କଂଟ୍ରାକ୍ଟ କ୍ୟାନ୍ସଲ କର ।

କପିଲଙ୍କ ବେଖାତିର ଗୁଣ ଯୋଗୁଁ ଇଣ୍ଡଷ୍ଟ୍ରିରେ ତାଙ୍କ ମଜାକ ଉଡ଼ୁଛି । ସମସ୍ତଙ୍କ ମଧ୍ୟରେ ସେ ଚର୍ଚ୍ଚାର ବିଷୟ ସାଜିଛନ୍ତିି । ଏହା ପୂର୍ବରୁ ମଧ୍ୟ ସେ ଟାଇଗରଙ୍କ ସୁଟିଂ କ୍ୟାନ୍ସଲ କରିଥିଲେ । ଏହା ପୂର୍ବରୁ ତାଙ୍କ ପୁରୁଣା ଶୋ’ରେ ସେ ଶାହାରୁଖ,ଅଜୟ,ଅକ୍ଷୟ ଏବଂ ବିଦ୍ୟାଙ୍କୁ ଖୁବ ଅପେକ୍ଷା କରାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More