Only for Entertainment

କପିଲ ଶର୍ମାଙ୍କ ଆତ୍ମହତ୍ୟା ଉଦ୍ୟମ ! ସୋସିଆଲ ମିଡିଆରେ ଚର୍ଚ୍ଚା ।

youtube
0 50

କପିଲ ଶର୍ମାଙ୍କ ଅଜବ ବ୍ୟବହାରକୁ ନେଇ ତାଙ୍କ ମ୍ୟାନେଜର ଏବଂ ପୂର୍ବ ଗର୍ଲଫ୍ରେଣ୍ଡ ଆଶ୍ଚର୍ଯ୍ୟ କଲାଭଳି ତଥ୍ୟ ସାମ୍ନାରେ ରଖିଛନ୍ତି । କପିଲଙ୍କ ଗର୍ଲଫ୍ରେଣ୍ଡଙ୍କ କହିବା ଅନୁସାରେ ମାନସିକ ସ୍ତରରେ କପିଲ ଖୁବ ଦୁବଳ ଅଛନ୍ତି । ଯେଉଁ କାରଣରୁ ସେ ଏହିଭଳି ସମସ୍ତ ଅଜବ କାମ କରୁଛନ୍ତି । ତାଙ୍କ କହିବା ଅନୁସାରେ କପିଲ ଏବେ ପୂର୍ବପରି ନାହାଁନ୍ତି । ଅଧିକାଂଶ ଥର ସେ ଆତ୍ମହତ୍ୟା କରିବା କଥା ମଧ୍ୟ ଭାବି ସାରିଛନ୍ତି । ବ୍ଲାକମେଲ କଥାକୁ ନେଇ କହିଛନ୍ତିଯେ କପିଲଙ୍କ ଓକିଲ କିମ୍ବା ପୋଲିସ ତରଫରୁ ତାଙ୍କୁ କୌଣସି ନୋଟିସ ଆସିନାହିଁ ।

କପିଲ ଶର୍ମାଙ୍କ ଆତ୍ମହତ୍ୟା ଉଦ୍ୟମ ! ସୋସିଆଲ ମିଡିଆରେ ଚର୍ଚ୍ଚା ।
କପିଲ ଏବଂ ପ୍ରୀତିଙ୍କ ମଧ୍ୟରେ ସେଭଳି କୌଣସି ସମସ୍ୟା ନଥିବା କଥା ନିଜେ ପ୍ରୀତି କହିଛନ୍ତି । କପିଲ ତାଙ୍କ ନୂଆ ଶୋ ପାଇଁ ତାଙ୍କ ନିକଟକୁ ଆସିଥିବା କଥା ମଧ୍ୟ ସେ କହିଛନ୍ତି । ସେ ପୂରା ଟିମ ଏକା ସାଙ୍ଗରେ କାମ କରିବାକୁ ଚାହୁଁଥିଲେ । କିନ୍ତୁ କପିଲଙ୍କ କହିଲେଯେ ତାଙ୍କ ଗର୍ଲଫ୍ରେଣ୍ଡ ଚାହାଁନ୍ତିନାହିଁଯେ କପିଲ ପ୍ରୀତିଙ୍କ ସହିତ କାମ କରନ୍ତୁ । ପ୍ରୀତି ସନ୍ଦେହ କରୁଛନ୍ତିଯେ କପିଲଙ୍କ ଟ୍ୱିଟର ଆକାଉଂଟରୁ କପିଲ ନୁହେଁ ବରଂ ତାଙ୍କ ଗର୍ଲଫ୍ରେଣ୍ଡ ଗିନ୍ନି ଗାଳି କରିଛନ୍ତି । ଏହା ବ୍ୟତୀତ ସେ କହିଛନ୍ତିଯେ କପିଲ ଏଭଳି କରିବେ ନାହିଁ ବରଂ ତାଙ୍କ ଗର୍ଲଫ୍ରେଣ୍ଡ କିମ୍ବା ଅନ୍ୟ କେହି କରିଛନ୍ତି । ପ୍ରୀତିଙ୍କ କହିବା ଅନୁସାରେ କପିଲ ଡିପ୍ରେସନ କିମ୍ବା ମାନସିକ ଚିନ୍ତା ଗ୍ରସ୍ତ । ସେଥିପାଇଁ ସେ ଆତ୍ମହତ୍ୟା କରିବା ପାଇଁ ମଧ୍ୟ ଭାବିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More