Only for Entertainment

ସାମ୍ନାକୁ ଆସିଲା କପିଲଙ୍କ ମେହେନ୍ଦୀ ସେରମନୀର ଅଦେଖା ଫଟୋ ।

bollywood tadka
43

ଗତ ବର୍ଷ ଡିସେମ୍ବର ମାସରେ ବିବାହ କଲେ ପ୍ରସିଦ୍ଧ କମେଡିଆନ କପିଲ ଶର୍ମା । ଏବେ ନିକଟରେ ତାଙ୍କ ମେହେନ୍ଦୀ ସେରମନୀର କିଛି ଫଟୋ ସାମ୍ନାକୁ ଆସିଛି । ଫଟୋକୁ ଗିନିଙ୍କ ଫ୍ୟାନ ପେଜରେ ଶେୟାର କରାଯାଇଛି ।

ଗିନି ହଳଦିଆ ରଙ୍ଗର ଡ୍ରେରେଖୁବ ସୁନ୍ଦର ଦେଖା ଯାଉଛନ୍ତି । ଏହା ସହିତ ହେଭି ଅଳଙ୍କାର ମଧ୍ୟ ପିନ୍ଧିଛନ୍ତି ଗିନି । ଗିନିଙ୍କ ଏହି ଫଟୋକୁ ଫ୍ୟାନ୍ସଖୁବ ପସନ୍ଦ କରୁଛନ୍ତି ।

କହିରଖୁଛୁଯେ କପିଲ ଶର୍ମାର ଗତ ଏକ ଏପିସୋଡରେ କପିଲ ପତ୍ନୀ ଗିନିଙ୍କ ପାଇଁ ଏକ ରୋମାଂଟିକ ଗୀତ ଗାଇଥିଲେ, ଯାହା ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More