Only for Entertainment

ବିବାହ ପରେ ପ୍ରଥମ ଥର ପତ୍ନୀ ଗିନିଙ୍କ ସହିତ ର‌୍ୟାମ୍ପରେ ନଜର ଆସିଲେ କପିଲ

bollywood tadka
20

କମେଡିଆନ କପିଲ ଶର୍ମା ଗତ ବର୍ଷ ଗିନି ଚତରଥଙ୍କ ସହିତ ବିବାହ କରିଥିଲେ । ବିବାହ ପରେ କପିଲ ପତ୍ନୀ ଗିନିଙ୍କ ସହିତ ର‌୍ୟାମ୍ପରେ ଚାଲିବାର ନଜର ଆସିଛନ୍ତି । କପିଲ ଶୁକ୍ରବାର ଜଲନ୍ଧରର ଏପିଜେ କଲେଜ ଅଫ ଫାଇନ ଆର୍ଟସରେ ରାଜେଶ୍ୱରୀ କଳା ଉତ୍ସବରେ ପତ୍ନୀଙ୍କ ସହିତ ପହଁଚିଥିଲେ । ଉତ୍ସବରେ ଯୋଗ ଦେଇ ସେ ଲୋକଙ୍କୁ ସେଠାରେ ଖୁବ ହସାଇଥିଲେ । ଏହା ସହିତ ସହରର ସମସ୍ତ ମହିଳାଙ୍କୁ ମହିଳା ଦିବସର ଶୁଭେଚ୍ଛା ଜଣାଇଥିଲେ ।

କପିଲ ନିଜ କଲେଡ ଟାଇମକୁ ମନେ ପକାଇ ଲୋକଙ୍କୁ ମନୋରଞ୍ଜନ କରାଇଥିଲେ । ର‌୍ୟାମ୍ପରେ କପିଲ ଫର୍ମାଲ ପୋଷାକରେ ନଜର ଆସିଥିବା ବେଳେ ଗିନି କ୍ରିମ କଲର ଡ୍ରେସରେ ନଜର ଆସିଥିଲେ । କପିଲ ଏବଂ ଗିନିଙ୍କ ପୋଷାକକୁ ଡିଜାଇନର ଜ୍ୟାସମିନ, ଦିକ୍ଷା ଜୁଲ୍କା ଏବଂ ସିମରନ ଜୈରା ଡିଜାଇନ କରିଥିଲେ ।

ଦେଖନ୍ତୁ ର‌୍ୟାମ୍ପ ୱାର୍କର କିଛି ଫଟୋ-

kapil 1

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More