Only for Entertainment

Kapil Sharma Ginni Chatrath Wedding : ଅଖଣ୍ଡ ପାଠ ପରେ ଗିନ୍ନିଙ୍କ ଚୁଡା ରୀତି ଫଟୋ ଏବଂ ଭିଡିଓ ଭାଇରାଲ !

Firstpost Hindi
42

କମେଡି କିଙ୍ଗ କପିଲ ଶର୍ମା ନିଜ ଗର୍ଲଫ୍ରେଣ୍ଡ ଗିନ୍ନି ଚତରଥଙ୍କୁ ଜଲନ୍ଧରରେ ଡିସେମ୍ବର ୧୨ରେ ବିବାହ କରିବେ ବୋଲି ଆପଣ ତ ଜାଣିଥିଲେ ଏବଂ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ନିଜ ବିବାହ କାର୍ଡ ମଧ୍ୟ ଶେୟାର କରିଥିଲେ ।

ତେବେ ଏଠାରେ ଆମେ କହି ରଖୁଛୁ ଯେ କପିଲ ଏବଂ ଗିନ୍ନିଙ୍କ ବିବାହ ରୀତିନୀତି ଆରମ୍ଭ ହୋଇଯାଇଛି । ରବିବାର କପିଲ ଏବଂ ଗିନ୍ନିଙ୍କ ଘରେ ଅଖଣ୍ଡ ପାଠର ଆୟୋଜନ ହୋଇଥିଲା । ଏହାପରେ ଭୋଗ ସ୍ୱରୂପ ସମସ୍ତଙ୍କୁ ଲଡ୍ଡୁ ବକ୍ସ ଦିଆଯାଇଥିଲା । ଅଖଣ୍ଡ ପାଠ ପରେ ଗିନ୍ନିଙ୍କ ବେଙ୍ଗଲ(ଚୁଡା)ସେରେମନି ହୋଇଛି । ଏଥିରେ ତାଙ୍କ ବନ୍ଧୁ ତାଙ୍କୁ ଚୁଡା ପିନ୍ଧାଇଛନ୍ତି , ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

Ginnu Di at Akhand Path Bhog?????♥♥ @ginnichatrath @kapilsharma @ginnichatrath

A post shared by Ginni Chatrath FC (@ginnichatrath.lovers) on

 

View this post on Instagram

 

Wedding Celebrations at Ginni Di’s House??????? @ginnichatrath @kapilsharma Ginnu di u luking sooo pretty????

A post shared by Ginni Chatrath FC (@ginnichatrath.lovers) on

 

View this post on Instagram

 

Wedding Celebration ??????? @ginnichatrath @kapilsharma

A post shared by Ginni Chatrath FC (@ginnichatrath.lovers) on

 

View this post on Instagram

 

BANGLE CEREMONY ???? Gorgeous Bride-to-be #GinniChatrath Congratulations @ginnichatrath #love_you_so_much

A post shared by Ginni Chatrath FC (@ginnichatrath.lovers) on

 

View this post on Instagram

 

Bhangra after BANGLE CEREMONY ???? Bride-to-be #GinniChatrath Congratulations @ginnichatrath #love_you_so_much

A post shared by Ginni Chatrath FC (@ginnichatrath.lovers) on

 

View this post on Instagram

 

Can’t get my eyes over her Dance????? BANGLE CEREMONY ???? Bride-to-be #GinniChatrath Congratulations @ginnichatrath #love_you_so_much

A post shared by Ginni Chatrath FC (@ginnichatrath.lovers) on

 

View this post on Instagram

 

BANGLE CEREMONY ???? Bride-to-be #GinniChatrath Congratulations @ginnichatrath #love_you_so_much

A post shared by Ginni Chatrath FC (@ginnichatrath.lovers) on

ତେବେ ଏହି ଖାସ ମୂହ୍ରୁ୍ତ୍ତରେ ଗିନ୍ନି ନାଲି ସୁଟରେ ଖୁବ ସୁନ୍ଦର ଦିଶୁଛନ୍ତି ଏବଂ ଢୋଲରେ ଖୁବ ନାଚିଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More