Only for Entertainment

‘କସୌଟି ଜିନ୍ଦେଗୀ କି’ରେ କପିଲ ଶର୍ମାଙ୍କ ପତ୍ନୀଙ୍କ ଏଂଟ୍ରି ।

india tv
0 43

ଟିଭିର ଲୋକପ୍ରିୟ ମେଗା ଧାରାବାହିକ ‘କସୌଟି ଜିନ୍ଦେଗୀ କି’ କୁ ନେଇ ଦର୍ଶକ ଖୁବ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଏହା ଜଣାପଡ଼ୁଛି ସୋସିଆଲ ମିଡିଆରେ ଦର୍ଶକଙ୍କର କମେଂଟକୁ ନେଇ । ସବୁଠାରୁ ଖାସ କଥା ହେଉଛିଯେ ଲୋକମାନେ ଜାଣିବାକୁ ଚାହାଁନ୍ତି କେଉଁ ବ୍ୟକ୍ତି କେଉଁ ଚରିତ୍ରରେ ନଜର ଆସିବେ । ତେବେ ଧୀରେ ଧୀରେ ଚରିତ୍ର ମାନଙ୍କ ନାମ ସାମ୍ନାକୁ ଆସୁଛି । ଯେପରିକି କମୋଲିକା ରୋଲ ପାଇଁ ହିନା ଖାନଙ୍କୁ ଆପ୍ରୋଚ କରିଥିବା କଥା ଶୁଣିବାକୁ ମିଳୁଛି ।

ଏକତା କପୁରଙ୍କ ଏହି ବହୁ ପ୍ରତିକ୍ଷୀତ ସିରିଅଲରେ ସୁମୋନା ଚକ୍ରବର୍ତ୍ତୀ ମଧ୍ୟରେ ନଜର ଆସିବେ । କିନ୍ତୁ ଡିଏନଏର ରିପୋର୍ଟ ଅନୁସାରେ ସୁମୋନାଙ୍କୁ ପ୍ରଡ୍ୟୁସର ଏହି ଅଫର ଦେଇଥିଲେ କିନ୍ତୁ ଏ ପର୍ଯ୍ୟନ୍ତ ଡିଲ କନଫର୍ମ ହୋଇନାହିଁ । ୨୦୦୧ରେ ନିବେଦିତା ବାସୁଙ୍କ ଚରିତ୍ରରେ ପୁନମ ନରୁଲା ନଜର ଆସିଥିଲେ । ଏହା ପୂର୍ବରୁ ସୁମୋନା ‘ବଡ଼େ ଅଛେ ଲଗତା ହେ’ରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More