Only for Entertainment

ଝଗଡ଼ା ପରେ ପ୍ରଥମ ଥର ଗୋଟିଏ ଛାତ ତଳେ ନଜର ଆସିଲେ କପିଲ ଶର୍ମା ଏବଂ ସୁନିଲ ଗ୍ରୋଭର ।

bollywood tadka
44

ବଲିଉଡ ଆକ୍ଟର ସଲମାନ ଗତ ରବିବାର ସଂଧ୍ୟାରେ ନିଜ ଘରେ ଏକ ପାର୍ଟିର ଆୟୋଜନ କରିଥିଲେ । ବାସ୍ତବରେ ଏହି ପାର୍ଟି ସୋହେଲଙ୍କ ପତ୍ନୀ ସୀମା ଖାନ ଜନ୍ମଦିନ ଉପଲକ୍ଷେ ରଖିଥିଲେ । ବ୍ୟସ୍ତ ଜୀବନ ମଧ୍ୟରେ ସମୟ ବାହାର କରି ୟୁଲିୟା ବନ୍ତୁର, ସୋନାକ୍ଷୀ ସିହ୍ନାଙ୍କ ସମେତ କେତେକ ଷ୍ଟାର ପହଂଚିଥିଲେ । ପ୍ରୀତି ଜିଂଟା ମଧ୍ୟ ତାଙ୍କ ପତିଙ୍କ ସହିତ ପହଂଚିଥିଲେ ।

ପାର୍ଟିର ଖାସ କଥା ହେଉଛିଯେ ଉଭୟ କପିଲ ଶର୍ମା ଏବଂ ସୁନିଲ ଗ୍ରୋଭର ଏହି ପାର୍ଟିରେ ପହଂଚିଥିଲେ । ଏହା ପ୍ରଥମ ଥର ହୋଇଛି ଯେତେବେଳେ ବିବାଦ ପରେ ଏହି ଦୁଇ ଷ୍ଟାର ଏକା ସାଙ୍ଗରେ ନଜର ଆସିଛନ୍ତି । କହିରଖୁଛୁଯେ ଦୁଇଜଣଙ୍କ ଏହି ବନ୍ଧୁତା ସଲମାନଙ୍କ ପାଇଁ । କୁହାଯାଉଛିଯେ ସୁନିଲ ସଲମାନଙ୍କ ପାଇଁ କପିଲ ଶର୍ମା ଶୋ’ରେ ନଜର ଆସିପାରନ୍ତି ।

ଏଭଳି ଦେଖିବା ଯଦି ବର୍ତ୍ତମାନ ସୁନିଲ ଏବଂ କପିଲ ଦୁଇଜଣଙ୍କ କ୍ୟାରିଅର ସଲମାନଙ୍କ ହାତରେ ଚାଲିଛି । ଗୋଟିଏ ପାଶ୍ୱର୍ରେ ସଲମାନ କପିଲ ଶର୍ମା ଶୋ ପ୍ରଡ୍ୟୁସ କରୁଥିବା ବେଳେ ଅନ୍ୟ ପକ୍ଷରେ ଫିଲ୍ମ ଭାରତରେ ସୁନିଲଙ୍କୁ ଦେଇଛନ୍ତି ମୁଖ୍ୟ ରୋଲ । ତେଣୁ ହୁଏତ ଏହା ଗୋଟିଏ କାରଣ ଯେଉଁଥିପାଇଁ ଦୁଇ ଜଣ ପାର୍ଟିରେ ପହଂଚିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More