Only for Entertainment

କୋ-ଷ୍ଟାର ଚନ୍ଦନକୁ ନେଇ ଏଭଳି ଶବ୍ଦ ବ୍ୟବହାର କଲେ କପିଲ, ଫଟୋ ଭାଇରାଲ ।

bollywood tadka
28

କମେଡ଼ି କିଙ୍ଗ କପିଲ ଶର୍ମା ବିବାହ ପରେ ଗିନ୍ନିଙ୍କ ସହିତ ପ୍ରଥମ ଥର ହୋଲି ଉତ୍ସବ ପାଳନ କରିଛନ୍ତି । ଏହି ସମୟର ଫଟୋକୁ ସେ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ଫଟୋରେ ସେମାନେ ଖୁବ ମସ୍ତୀ କରୁଥିବାର ନଜର ଆସିଛନ୍ତି । ଏକ ଫଟୋରେ ରାଜୀବ ଠାକୁର ଏବଂ ଚନ୍ଦନ ପ୍ରଭାକର ନଜର ଆସିଛନ୍ତି । ଯେଉଁ ଫଟୋରେ କପିଲ ସାଙ୍ଗ ମାନଙ୍କୁ ମଜାଳିଆ ଢଙ୍ଗରେ କମେଂଟ କରିଛନ୍ତିଯେ ଦୁଇ ଜଣ ଭୋକିଲା ଖାଦ୍ୟ ସରିବା ପରେ ମଧ୍ୟ ପ୍ଲେଟରେ ଛାଡ଼ୁ ନାହାଁନ୍ତି । ଏବଂ ହ୍ୟାଶଟ୍ୟାଗରେୀ ଏକ ଇମୋ ଏବଂ ହୋଲି ଲେଖିଛନ୍ତି ।

ଏହି ଫଟୋରେ ଚନ୍ଦନ ଲେଖିଛନ୍ତି ମୁଁ ଜାଣିଛି ତୁମେ ଠାକୁର କଥା କହୁଛ । କିଛି କଥା ନାହିଁ ମୁଁ ତାକୁ ବୁଝାଇ ଦେବି । ଏବେ କ’ଣ କରିବା, ସାଙ୍ଗ ଆମର, କିଛି କହିହେବ ନାହିଁ ।

କହିରଖୁଛୁଯେ ଗିନ୍ନି ଚତରଥ ଏବଂ କପିଲ ଶର୍ମା ୨୦୧୮ରେ ଗିନ୍ନିଙ୍କ ବାସସ୍ଥାନ ଜଳନ୍ଧରରେ ବିବାହ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More