Only for Entertainment

ବୋନି କପୁର,ଖୁସି ଏବଂ ଜାହ୍ନବୀ ମିଡିଆକୁ ନେଇ ଏହି ଘୋଷଣା କଲେ,ଆପଣ ମଧ୍ୟ ପଢନ୍ତୁ ।

india.com
0 130

ଦୁବାଇରୁ ଅନୁମତି ମିଳିଯିବା ପରେ ଗତ କାଲି ରାତିରେ ଶ୍ରୀଦେବୀଙ୍କ ମର ଶରୀରକୁ ଭାରତ ଅଣାଯାଇଛି । ତାଙ୍କର ଶେଷ ଦର୍ଶନ କରିବା ପାଇଁ ବଲିଉଡ ତାରକାଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଏବଂ ପ୍ରଶଂସକମାନେ ମଧ୍ୟ ଅପେକ୍ଷା କରିଛନ୍ତି । ମିଡିଆଯେ କୋଟି କୋଟି ଲୋକଙ୍କର ମାଧ୍ୟମ ଏହା ସମସ୍ତେ ଜାଣନ୍ତି । କାରଣ ଦେଶସାରା ଲୋକ ଶ୍ରୀଦେବୀଙ୍କର ଶେଷ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି । ସେଲିବ୍ରେସନ ସ୍ପୋର୍ଟସ କ୍ଲବରେ ଶ୍ରୀଦେବୀଙ୍କ ମରଶରୀରକୁ ରଖାଯାଇଛି । ତାଙ୍କୁ ଶ୍ରଦ୍ଧାଂଜଳି ଦେବା ପାଇଁ ଫ୍ୟାନ ମାନେ ଅପେକ୍ଷା କରିଛନ୍ତି । କିନ୍ତୁ ଏହି ସମୟରେ କପୁର ପରିବାର ତରଫରୁ ଏକ ଘୋଷଣା ଜାରି କରାଯାଇଛି । ଯାହାକୁ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଘୋଷଣା ଅନୁସାରେ ସାମ୍ବାଦିକମାନେ କ୍ଲବ ଏବଂ ଶ୍ମଶାନ ନିକଟକୁ ଯାଇପାରିବେ ନାହିଁ । ଏହି ଘୋଷଣା ଶ୍ରୀଦେବୀଙ୍କ ସ୍ୱାମୀ ବୋନି କପୁର ଏବଂ ଝିଅ ଖୁସ ଓ ଜାହ୍ନବୀ ତଥା ପରିବାରର ଅନ୍ୟ ସଦସ୍ୟମାନେ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More