Only for Entertainment

ବିପାଶା ଏବଂ କରନ ସେଲିବ୍ରେଟ କଲେ ସେକେଣ୍ଡ ମ୍ୟାରେଜ ଆନିଭର୍ସରୀ ।ଦେଖନ୍ତୁ ଫଟୋ ଏବଂ ଭିଡିଓ ।

bollywood tadka
0 57

ବଲିଉଡ ଅଭିନେତ୍ରୀ ବିପାଶା ବସୁ ଏବେ ପତି କରନ ଗ୍ରୋଭରଙ୍କ ସହିତ ଗୋଆରେ ଅଛନ୍ତି । ସେଠାକୁ ସେ ତାଙ୍କ ମ୍ୟାରେଜ ଆନିଭର୍ସରୀ ସେଲିବ୍ରେସନ ପାଇଁ ଯାଇଛନ୍ତି । ସେଲିବ୍ରେସନର ଫଟୋ ଏବଂ ଭିଡିଓ ଏହି କପଲ ତାଙ୍କ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି ।

 

 

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More