Only for Entertainment

କାହିଁକି କଳଙ୍କରେ ଆଲିୟାଙ୍କ ଅଭିନୟ ଦେଖି କାନ୍ଦି ପକାଇଲେ କରଣ ଜୋହର?

Mid-Day
17

କରଣ ଜୋହର ଏବେ ମଲ୍ଟି ଷ୍ଟାରର ଫିଲ୍ମ କଳଙ୍କର ନିର୍ମାଣ କରୁଛନ୍ତି । ଖବର ମୁତାବକ କରଣ ତାଙ୍କ ଆଗାମୀ ଫିଲ୍ମ କଳଙ୍କରେ ଆଲିୟାଙ୍କ ଅଭିନୟ ଦେଖି କାନ୍ଦି ପକାଇଲେ । ଅଭିଷେକ ବର୍ମନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ କଳଙ୍କରେ ମାଧୁରୀ ଦିକ୍ଷୀତ ନେନେ, ସଂଜୟ ଦତ୍ତ,ବରୁଣ ଧାୱନ,ଆଦିତ୍ୟ ରୟ କପୁର ଏବଂ ସୋନାକ୍ଷୀ ସିହ୍ନାଙ୍କ ଭଳି କଳାକାର ଅଭିନୟ କରୁଛନ୍ତି । ଏହି ମଧ୍ୟରେ କରଣ ଜୋହର ଆଲିୟାଙ୍କ ଅଭିନୟ ଦେଖି କାନ୍ଦି ପକାଇଲେ ।

କରଣଙ୍କ କହିବା ଅନୁସାରେ ଫିଲ୍ମରେ ଆଲିୟା ଅଦ୍ଭୁତ କାମ କରିଛନ୍ତି । ତେଣୁ ଆଲିୟାଙ୍କ କାମ ଦେଖି ସେ ଭାବୁକ ହୋଇଗଲେ । ଫିଲ୍ମରେ ଖୁବ ଖାସ କରିଛନ୍ତି ଆଲିୟା । ସେ ଏହା ମଧ୍ୟ କୁହନ୍ତିଯେ ଆଲିୟା ପର୍ଫମାନ୍ସ କରିବା ବେଳେ ମନେ ହୁଏ ଯେପରି ତାଙ୍କ ଝିଅ ତାଙ୍କ ସାମ୍ନାରେ ପର୍ଫମ କରୁଛି । ତେଣୁ କୌଣସି ଅଜବ କାରଣକୁ ନେଇ ସେ ଶେଷରେ କାନ୍ଦି ପକାଇଲେ । ଆଲିୟାଙ୍କୁ ସେ କଲ କଲେ ଏବଂ କହିଲେ ମୁଁ ଭାବୁକ ହୋଇଗଲି,ସାବାସ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More