Only for Entertainment

ରିଲିଜ ହେଲା କରନଜୀତ କୌର ଟୁ’ର ଟ୍ରେଲର,ଇମୋଶନାଲ କରିଦେବ ସନି ଲିଓନଙ୍କ କାହାଣୀ ।

aajatk
0 40

ସନି ଲିଓନଙ୍କ ଉପରେ ଆଧାରିତ ଫିଲ୍ମ କରନଜୀତ କୌରର ଦ୍ୱିତୀୟ ସିଜନର ଟ୍ରେଲର ରିଲିଜ ହୋଇ ସାରିଛି । ପ୍ରଥମ ସିଜନରେ ସନିଙ୍କ ଜୀବନର ଆରମ୍ଭ କାହାଣୀକୁ ଦେଖା ଯାଇଥିବା ସମୟରେ ଏହି ସିଜନରେ ତାଙ୍କ ପରିବାରର କାହାଣୀକୁ ଦର୍ଶାଯାଇଛି । ଦେଖନ୍ତୁ ଫିଲ୍ମର ଟ୍ରେଲର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More