Only for Entertainment

ଏହି ଏକ୍ସରସାଇଜ ହେଉଛି କରୀନାଙ୍କ ଫିଟନେସର ରାଜ,ୱର୍କଆଉଟ ଭିଡ଼ିଓ ଭାଇରାଲ ।

aajtak
0 48

କରୀନା ନିଜ ଫିଟନେସକୁ ନେଇ କେତେ ପ୍ୟାଶନେଟ ଏହା ସମସ୍ତେ ଜାଣନ୍ତି । ପୋଷ୍ଟ ପ୍ରେଗନେନ୍ସି ପରେ ସେ ଯେପରି ନିଜର ଓଜନ କମାଇଲେ ତାହା ସମସ୍ତ ମହିଳାଙ୍କ ପାଇଁ ଉଦାହରଣ ସାଜିଛି । ତାଙ୍କୁ ଅଧିକାଂଶ ସମୟରେ ଜିମ ବାହାରେ ସ୍ପଟ କରାଯାଏ । ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କର ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ତାଙ୍କ ଗର୍ଲଗ୍ୟାଙ୍ଗ ସହିତ ୱର୍କଆଉଟ କରୁଥିବାର ନଜର ଆସିଛନ୍ତି ।

କରୀନାଙ୍କ ଟ୍ରେନର ନମ୍ରତା ପୁରୋହିତ ଏହି ଭିଡ଼ିଓକୁ ଇଂଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏହି ଏକ୍ସରସାଇଜ ଶରୀରକୁ ଫ୍ଲେକ୍ସିବଲ ବନାଇବା ସହିତ ମଜବୁତ କରିବାରେ ସାହାଯ୍ୟ କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More