Only for Entertainment

ଅଫ ସୋଲ୍ଡର ଗାଉନ ପିନ୍ଧି କରୀନା ଦେଖାଇଲେ ହଟ ଅନ୍ଦାଜ, ସୋସିଆଲ ମିଡିଆରେ ଫଟୋ ଭାଇରାଲ !

50

ବଲିଉଡ ଅଭିନେତ୍ରୀ କରୀନା କପୂର ଖାନ ନିଜ ଡ୍ରେସିଂ ସେନ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ସେ ତାଙ୍କର ରେଡ କାର୍ପେଟ ଲୁକ ହେଉ କି ଏୟାରପୋର୍ଟ ଲୁକ । ନିଜ ଡେସିଂରେ ଲୋକଙ୍କ ହୃଦୟ ଜିତି ନିଅନ୍ତି ।

ଝିଅମାନେ ତାଙ୍କ ହେୟାର ଷ୍ଟାଇଲକୁ ଫଲୋ କରନ୍ତି । ସେ ସବୁ ନାମୀ ଡିଜାଇନରଙ୍କ ଡ୍ରେସ ପରିଧାନ କରନ୍ତି । ନିକଟରେ ଏକ ଆୱାର୍ଡ ଶୋ’ରେ କରୀନା ପହଂଚିଥିଲେ ।

ଏହି ଶୋ’ରେ ସେ ଡାର୍କ ପର୍ପଲ କଲରର ଗାଉନ ପିନ୍ଧି ଖୁବ ସୁନ୍ଦର ନଜର ଆସିଥିଲେ । ତାଙ୍କର କାତିଲାନା ଅନ୍ଦାଜରେ ସମସ୍ତଙ୍କ ହୃଦୟ ଜିତିଥିଲେ । ଆୱାର୍ଡ ଶୋ’ରୁ ଫେରିବା ସମୟରେ କିଛି ଫଟୋ ସୁଟ ଏବେ ତାଙ୍କର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କରୀନାଙ୍କ ଅପକମିଂ ପୋଜେକ୍ଟ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ଫିଲ୍ମ ‘ଗୁଡନ୍ୟୁଜ’ରେ ନଜର ଆସିବେ । ଏହାବ୍ୟତୀତ କରଣ ଜୋହରଙ୍କ ତଖ୍ତରେ ମଧ୍ୟ ନଜର ଆସିପାରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More