Only for Entertainment

କରୀନା କପୁର ପିନ୍ଧିଥିଲେ ଏତେ ମହଙ୍ଗା ଟପ,ମୂଲ୍ୟ ଜାଣିଲେ ଆଶ୍ଚଯ୍ୟ ହୋଇଯିବେ ।

bollywood tadka
0 51

କରୀନା ପ୍ରାୟ ସମୟ ତାଙ୍କ ଲୁକକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ କରୀନା ପୁଅ ତୈମୁର ସହିତ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ ହୋଇଥିଲେ । ଏଥିରେ ସେ ଖୁବ ଭିନ୍ନ ଅନ୍ଦାଜରେ ନଜର ଆସିଥିଲେ ।

ତାଙ୍କ ଧଳା ଟପ ର ମୂଲ୍ୟ ଜାଣିଲେ ଆପଣ ଆଶ୍ଚଯ୍ୟ ହୋଇଯିବେ । ବାସ୍ତବରେ ତାଙ୍କ ଟପ ର ମୂଲ୍ୟ ୫୬ ହଜାର ଟଙ୍କା । ଏହା ସହିତ ସେ ଯେଉଁ ସ୍ନିକର ପିନ୍ଧିଥିଲେ ତାହାର ମୂଲ୍ୟ ୪୦ ହଜାର ଟଙ୍କା ।

କରୀନା ଏବେ ଲଣ୍ଡନରେ ଛୁଟି ଏନଜୟ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More