Only for Entertainment

କରିନା ସୋ’ରେ ନଣନ୍ଦ ସୋହାଙ୍କୁ ସ୍ୱାମୀ କୁନାଲ ଙ୍କ ବିଷୟରେ ପଚାରିଲେ ଏହି ପ୍ରଶ୍ନ !

the indian express
37

ବଲିଉଡ ଅଭିନେତ୍ରୀ କରିନା କପୂର ଏବେ ଖୁବ ଚର୍ଚ୍ଚାରେ ଥିବା ନଜର ଆସିଛନ୍ତି । ଅସଲରେ କରିନା ଏକ ସୋ କରୁଛନ୍ତି, ଯାହାର ଭିଡ଼ିଓ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଭିଡ଼ିଓ ରେ କରିନା ନିଜ ନଣନ୍ଦ ସହ ଅଲି ଖାନ ଙ୍କ ସହ ବସିଥିବାର ନଜର ଆସିଛନ୍ତି । ଏହି ଭିଡ଼ିଓରେ କରିନା ସୋହାଙ୍କୁ କିଛି ପ୍ରଶ୍ନ କରୁଥିବାର ନଜର ଆସିଛନ୍ତି । କରିନା ପ୍ରଶ୍ନ ଭିତରେ ଏକ ପ୍ରଶ୍ନ ଏପରି ପଚାରିଥିଲେ ଯେ ଯେତେବେଳେ ସୋହା ଛୁଆ ଜନ୍ମ କରିଥିଲେ , ଏହା ପରେ କୁନାଲଙ୍କ ମଧ୍ୟରେ କିଛି ପରିବର୍ତ୍ତନ ଆସିଥିଲା କି ?

ସୋହା ଏହାର ଉତ୍ତର ଦେଇଥିଲେ ଯେ , ଯେବେ ଠାରୁ ତାଙ୍କ ଝିଅ ସନାୟା ଜନ୍ମ ହୋଇଛନ୍ତି ,ସେବେ ଠାରୁ ହିଁ କୁନାଲ ଙ୍କ ମଧ୍ୟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ସେ ନିଜ ସମୟକୁ ଭଲଭାବେ ସମ୍ଭାଳୁଛନ୍ତି । ଏହାପରେ କଣ କହିଲେ ଦେଖନ୍ତୁ ଭିଡ଼ିଓ –

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More