Only for Entertainment

କରୀନା କପୂର ରିକ୍ରିଏଟ କଲେ ଆଇକନିକ କ୍ୟାରେକ୍ଟର ‘ପୁ’ର ଡାଏଲଗ ଭିଡ଼ିଓ

aajtak
31

ବଲିଉଡର ପ୍ରକୃତ ଦିବା ହେଉଛନ୍ତି କରୀନା କପୂର । ନିଜର ଦୁଇ ଦଶକ କ୍ୟାରିଅର ମଧ୍ୟରେ ଅଭିନେତ୍ରୀ ଏକାଧିକ ଫିଲ୍ମରେ କାମ କରିଛନ୍ତି । ଫିଲ୍ମ ‘କଭି ଖୁସି ଗଭି ଗଭ’ରେ ପୁ ଚରିତ୍ର ଆଜି ମଧ୍ୟ ଦର୍ଶକ ମନେ ରଖିଛନ୍ତି । ଏବେ କରୀନା କପୂର ଖାନ ତାଙ୍କ ଆଇକନିକ ଚରିତ୍ରକୁ ପୁଣିଥରେ ରିକ୍ରିଏଟ କରିଛନ୍ତି ।

ସୋସିଆଲ ମିଡିଆରେ କରୀନାଙ୍କ ଏହି ଭିଡ଼ିଓ ଖୁବ ଭାଇରାଲ ହେଉଛି । ତାଙ୍କର ଏହି ଭିଡ଼ିଓକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ସୋସିଆଲ ମିଡିଆରେ ଲୋକ ଏହି ଭିଡ଼ିଓକୁ ଯଥେଷ୍ଟ ଶେୟାର ମଧ୍ୟ କରୁଛନ୍ତି ।

 

କହିରଖୁଛୁ କରୀନା କପୂର ଖାନ ଏବେ ଟିଭି ରିଆଲିଟି ଶୋ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରେ ବିଚାରକ ଭାବରେ ନଜର ଆସୁଛନ୍ତି । ଏହା ବ୍ୟତୀତ ବେବୋ ଆମୀର ଖାନଙ୍କ ‘ଲାଲ ସିଂ ଚଢାରେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More