Only for Entertainment

ତୈମୁରଙ୍କୁ ଏକା ଛାଡ଼ି ଅଚାନକ ମୁମ୍ବାଇ ଫେରିଲେ କରୀନା କପୁର ।

dailyhunt
0 32

ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ନିକଟରେ ବୀରେ ଦି ୱେଡିଙ୍ଗରୁ କମବ୍ୟାକ କରିଛନ୍ତି । ତେବେ ଫିଲ୍ମର ସଫଳତା ପରେ କରୀନା କପୁର ପତି ସୈଫ ଅଲ୍ଲି ଖାନ ଏବଂ ପୁଅ ତୈମୁରଙ୍କ ସହିତ ବୁଲିବାକୁ ଲଣ୍ଡନ ଯାଇଥିଲେ । ପତି ପତ୍ନୀଙ୍କର କିଛି ଫଟୋସୁଟ ସାମ୍ନାକୁ ଆସିଥିଲା । ଏହି ଫଟୋସୁଟରେ ଦୁଇଜଣଙ୍କ କେମେଷ୍ଟ୍ରିକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଖବର ଅନୁସାରେ କରୀନା ସୈଫ ଏବଂ ତୈମୁରଙ୍କୁ ଲଣ୍ଡନରେ ଛାଡ଼ି ମୁମ୍ବାଇ ଚାଲି ଆସିଛନ୍ତି । ତେବେ କରୀନା ୨ ଦିନ ପାଇଁ ମୁମ୍ବାଇ ଆସିଛନ୍ତି ।

କାୀନା ମୁମ୍ବାଇ ଫେରିବାର କାଣଣ ହେଉଛି ତାଙ୍କୁ ଦୁଇ ଦିନ ପାଇଁ ପର୍ଫମାନ୍ସ କରିବାର ଅଛି । ତେଣୁ ତାଙ୍କୁ ପ୍ରସ୍ତୁତିର ଆବଶ୍ୟକତା ରହିଛି । କରୀନା ମିସ ଇଣ୍ଡିଆ ପେଜେଂଟରେ ପର୍ଫମ କରିବେ ଯାହା ମଙ୍ଗଳବାର ଦିନ ହେବାକୁ ଯାଉଛି । ଏହି ପର୍ଫମାନ୍ସ ପରେ ସେ ଲଣ୍ଡନ ଫେରିଯିବେ ।

ଏହି ଇଭେଂଟରେ କରୀନା କେତେକ ଗୀତରେ ଡ୍ୟାନ୍ସ କରିବେ । ତେବେ କରୀନାଙ୍କର ଆଗାମୀ ଫିଲ୍ମ ୨୦୧୯ରେ ସୁଟିଂ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More