Only for Entertainment

ତୈମୁର କଲେ ଏଭଳି ଘୋଡା-ସବାରୀ, ରେସର ପ୍ରସ୍ତୁତିରେ ଦେଖିବାକୁ ମିଳିଲେ ସୈଫ-କରୀନାଙ୍କ ଛୋଟେ ନବାବ !

28

ପ୍ରଥମ ଥର ପାଇଁ ଘୋଡ଼ା-ସବାରି କରିଛନ୍ତି ସୈଫ-କରିନାଙ୍କ ଲାଡଲା ତୈମୁର ଅଲ୍ଲି ଖାନ । ଛୋଟେ ନବାବଙ୍କୁ ଏଥରକ ଏକ ଡିଫରେଂଟ ଅନ୍ଦାଜରେ ଦେଖବାକୁ ମିଳିଛି । ଘୋଡା ଉପରେ ବସିବା ପରେ ତୈମୁର ବହୁତ ଖୁସିଥିବା ଦେଖିବାକୁ ମିଳିଥିଲା ।

ଘୋଡା ସବାରି ସମୟର କିଛି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

ଏହି ଫଟୋରେ ଏକ ଖାସ କଥା ଦେଖିବାକୁ ମିଳିଥିଲା ଯେ ଯେଉଁ ଟିସାର୍ଟ ଟି ଛୋଟେ ନବାବ ପିନ୍ଧିଥିଲେ ସେଥିରେ ତୈମୁର ଲେଖାଥିଲା ।

ଘୋଡ଼ା ସବାରର ପୁରା ମଜା ଯାଇଥିଲେ ତୈମୁର । ବଲିଉଡ଼ ଷ୍ଟାର କିଡ୍ସ ମାନଙ୍କ ମଧ୍ୟରେ ଲାଇମ୍ ଲାଇଟରେ ସବୁବେଳେ ରହୁଛନ୍ତି ତୈମୁର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More