Only for Entertainment

ସୈଫ ଅଲୀ ଖାନଙ୍କ ବିବାହକୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ କରୀନା କପୂର, କହିଲେ ବିବାହ କରିବା ନିଷ୍ପତ୍ତି …. !

66

ବଲିଉଡ ଅଭିନେତ୍ରୀ କରୀନା କପୂର ଏବଂ ସୈଫ ଅଲୀ ଖାନ ପ୍ରେମ ବିବାହ କରିଥିଲେ । କରୀନା କପୂର ଏକ ସାକ୍ଷାତକାରରେ ସୈଫଙ୍କ ସହ ବିବାହକୁ ନେଇ ଖୁଲାସା କରିଛନ୍ତି । କରୀନା ସାକ୍ଷାତକାରରେ କହିଛନ୍ତି ବିବାହ କରିବା ନିଷ୍ପତ୍ତି… ପ୍ରେମରେ ରହିବା କୌଣସି ପାପ ନୁହେଁ । ଯଦି କେହି ମୋ ସହ କାମ କରିବାକୁ ଚାହୁଁନାହାନ୍ତି ପ୍ରେମରେ ଅଛି ବିବାହ କରିଛି । ତେବେ ନ କରନ୍ତୁ ।

କରୀନା ଆଗକୁ କହିଛନ୍ତି ଯେ ତାଙ୍କୁ ବିବାହ ପରେ ଅନେକ ଲୋକ କହିଥିଲେ ଯେ କ୍ୟାରିଅର ଶେଷ ହୋଇଯିବ । ସେ ଏହା ଶୁଣି ଉତ୍ତର ଦେଇଥିଲେ ଯେ ସେ କେବଳ ସୈଫଙ୍କୁ ଭଲ ପାଆନ୍ତି ତ ସେ ଯାହା ଇଚ୍ଛା ତାହା କରିବେ । ତେଣିକି ଯାହା ହେବ ହେବ ଏହା ତାଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଏହା ସହ କରୀନା କହିଛନ୍ତି ଯେ ସୈଫଙ୍କୁ ବିବାହ କରିବା ତାଙ୍କ ଜୀବନର ସବୁଠାରୁ ବେଶ୍ ନିଷ୍ପତ୍ତି ଅଟେ । ଏଠାରେ ଆମେ କହି ରଖୁଛୁ, କରୀନା କପୂର ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ସହ ଏଚଟି ଲିଡରଶିପ ସମିଟରେ ନିଜ ଅପକମିଂ ଫିଲ୍ମ ‘ଗୁଡନ୍ୟୁଜ’ରେ ପ୍ରମୋଶନ ପାଇଁ ପହଂଚିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More