Only for Entertainment

ସାରା ଙ୍କ ଅଭିନୟରେ ଇମ୍ପ୍ରେସ ହେଲେ କରିନା, ଡେବ୍ୟୁ ପାଇଁ ରଖିଲେ ପାର୍ଟି ।

newsnation
26

କେଦାରନାଥ ରିଲିଜ ହେବା ପରେ ସେଫ ଅଲ୍ଲି ଖାନଙ୍କ ଝିଅ ସାରା ଅଲ୍ଲି ଖାନଙ୍କ ଅଭିନୟ କୁ ଖୁବ ପ୍ରଶଂସା କରାଯାଉଛି । ଫିଲ୍ମରେ ସାରା ମୁକ୍କୁ ଭୂମିକାରେ ନଜର ଆସିଥିଲେ । ସେଫ ଏବଂ କରିନା ସାରା ଙ୍କ ଅଭିନୟ ର ପ୍ରଶଂସା ମଧ୍ୟ କରିଥିଲେ । ରିପୋର୍ଟ ମୁତାବକ କରିନା ସାରାଙ୍କ ଡେବ୍ୟୁ ପର୍ଫୋମନ୍ସ ପାଇଁ ଏକ ପାର୍ଟର ଆୟୋଜନ କରିଛନ୍ତି ।

କରିନା ସାରା ଙ୍କ ଅଭିନୟ ରେ ଖୁବ ଇମ୍ପ୍ରେସ ହୋଇଛନ୍ତି । ଏହି ପାର୍ଟି ରେ ସାରା ଏବଂ ସେଫଙ୍କ ଅତି ନିଜର ଲୋକ ଏବଂ ବନ୍ଧୁ ନଜର ଆସିବେ ।

ଏଠାରେ ଆମେ କହି ରଖୁଛୁ ଯେ ଫିଲ୍ମ କେଦାରନାଥ ରେ ସାରା ଅଲ୍ଲି ଖାନ ଏବଂ ସୁଶାନ୍ତ ସିଂ ରାଜପୁତ ମୁଖ୍ୟ ଭୂମିକା ତୁଲାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More