Only for Entertainment

ଅଫ ସୋଲଡର ଗାଉନରେ ନଜର ଆସିଲା ଶୋ ଷ୍ଟପର କରୀନାଙ୍କ ର୍ୟାମ୍ପ ୱାକ ।

aajtak
0 46

ପଟ୍ଟୋଦି ପରିବାର ବୋହୂ କରିନା ସବୁବେଳେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଲକ୍ଷ୍ମୀ ଫ୍ୟାସନ ର ଗ୍ରାଣ୍ଡ ଫିନାଲେର ଚମକ ସେତେବେଳେ ଦୁଇ ଗୁଣ ବଢିଯାଇଥିଲା ଯେତେବେଳେ କରୀନା ଶୋ ଷ୍ଟପର ଭାବେର ଏଂଟ୍ରି କରିଥିଲେ । କରିନାଙ୍କ ନିଆରା ଲୁକ୍ ଦେଖି କିଛି କ୍ଷଣ ପାଇଁ ସମସ୍ତେ ଅଶ୍ଚର୍ଯ୍ୟ ହୋଇ ରହିଯାଇଥିଲେ । ଏହି ବର୍ଷ ସେ ଡିଜାଇନର ମୋନିଷା ସିଂଙ୍କ କଲେକ୍ସନ ପାଇଁ ସୋ ଷ୍ଟପର ହୋଇଥିଲେ।

କରିନା ଏହି ଲାକମୀ ଫ୍ୟାଶନ ୱିକ ଫେଷ୍ଟିବ ଓିଂଟର କଲେକ୍ସନରେ ଖାସ୍ ଡ୍ରେସ୍ରେ ଫ୍ୟାଶନ୍ ର୍ୟାଂପ୍ କରିଥିବାର ନଜର ଆସିଥିଲେ ।

କରିନା କଲେକ୍ସନ ସେଡସ ଅଫ ଏ ଦିଭାର ଏହି ସୁନ୍ଦର ଡ୍ରେସରେ ପରି ଭଳି ଲାଗୁଥିଲେ ବୋଲି କହିବା ଭୁଲ ହେବନାହିଁ ।

କରୀନା ଲାକମୀର ବ୍ରାଣ୍ଡ ଆମ୍ବାସେଡର ।ତେଣୁ ତାଙ୍କୁ ଲାକମୀ ତରଫରୁ ରିପ୍ରେଜେଂଟ କରାଯାଇଥିଲା ।

ସିମର ହୋଲୋଗ୍ରାଫିକ ଗାଉନ୍ ଡ୍ରେସକୁ କରିନା ଖୁବ ଯତ୍ନର ସହ ସମ୍ଭାଳି ଥିଲେ ।


କରୀନା ଶେଷ ଥର ପାଇଁ ଫିଲ୍ମ ‘ବୀରେ ଦି ୱେଡିଙ୍ଗ’ରେ ନଜର ଆସିଥିଲେ ।

ଆଗାମୀ ଦିନରେ ସେ ରଣବୀର ସିଂ ଏବଂ ଅକ୍ଷୟ କୁମାରଙ୍କ ସହିତ ଫିଲ୍ମ ତଖ୍ତ ଏବଂ ଗୁଡନ୍ୟୁଜରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More