Only for Entertainment

କାର୍ତ୍ତିକ ଆର‌୍ୟନ ଶେୟାର କଲେ ନିଜର ଖାସ ଭିଡିଓ, ସେରୱାନୀ ପିନ୍ଧିଥିବାର ଆସିଲେ ନଜର !

34

ବଲିଉଡ ଅଭିନେତା କାର୍ତ୍ତିକ ଆର‌୍ୟନଙ୍କ ଫ୍ୟାନ୍ସ ପାଇଁ ଗୁଡ ନ୍ୟୁଜ ସାମ୍ନାକୁ ଆସିଛି । ଏଠାରେ ଆମେ କହି ରଖୁଛୁ ଯେ କିଛି ଦିନ ପୂର୍ବେ କାର୍ତ୍ତିକ ଆର‌୍ୟନ ସୋସିଆଲ ମିଡିଆ ଜରିଆରେ ଏକ ଭିଡିଓ ଅପଲୋଡ କରିଥିଲେ ଏବଂ ଏଥିରେ ସେ ନିଜ ଫ୍ୟାନ୍ସକୁ କହିଥିଲେ କିଛି ଦିନ ପରେ କିଛି ନୂଆ ରିଭିଲ କରିବେ । ଭିଡିଓ ନିକଟରେ ପୋଷ୍ଟ କରିଥିଲେ, ସେଥିରେ ସେ କ୍ୟାପଶନ ଲେଖିଥିଲେ ଯେ ‘Revealing Soon’

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ପୁଣି ଥରେ କାର୍ତ୍ତିକଙ୍କ ଭିଡିଓ ଶେୟାର କରାଯାଇଛି । ଯେଉଁଥିରେ ସେ ସେରୱାନୀ ପିନ୍ଧୁଥିବାର ନଜର ଆସିଛନ୍ତି । ଏହି ପୋଷ୍ଟ ଶେୟାର କରି ସେ ଲେଖିଛନ୍ତି ‘Revealing Tomorrow’ । ଏବେ ଫ୍ୟାନ୍ସ ତାଙ୍କର ଏହି ଭିଡିଓକୁ ଖୁବ ପସନ୍ଦ କରୁଛନ୍ତି ଏବଂ ଏହି ଭିଡିଓ ପଛର ରହସ୍ୟ ପଚରୁଛନ୍ତି ।

 

View this post on Instagram

 

Revealing Tomorrow ! ??

A post shared by KARTIK AARYAN (@kartikaaryan) on

ଖାସ କଥା ହେଉଛି ଭିଡିଓ ଦେଖି ଅନୁମାନ ହେଉଛି ଯେ କାର୍ତ୍ତିକ ଆର‌୍ୟନ କୌଣସି ବ୍ରାଣ୍ଡର ବ୍ରାଣ୍ଡିଂ କରୁଛନ୍ତି । କିଛି ଲୋକ ଅନୁମାନ କରୁଛନ୍ତି କାର୍ତ୍ତିକ ତାଙ୍କ ଆଗାମୀ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ କାର୍ତ୍ତିକ ଆର‌୍ୟନ ଆଜିକାଲି ସାରା ଅଲୀ ଖାନଙ୍କ ସହ ହିମାଚଳ ଜଙ୍ଗଲରେ ବୁଲୁଛନ୍ତି ଏବଂ ନିକଟରେ ଦୁଇ କଳାକାର ନିଜ ଅପକମିଂ ଫିଲ୍ମ ‘ଲଭ ଆଜକଲ୨’ର ଶୁଟିଂ ପୂରା କରିଛନ୍ତି । ଏହାର ସୂଚନା ନିଜେ ସାରା ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More