Only for Entertainment

ପ୍ରଥମ ଥର ଧୀମେ ଧୀମେ ଗୀତରେ ଧମାକା କଲେ ଦୀପିକା-କାର୍ତ୍ତିକ, ତାଳି ଏବଂ ସିଟିରେ କମ୍ପି ଉଠିଲା ଏୟାରପୋର୍ଟ

25

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ କିଛି ଦିନ ପୂର୍ବରୁ ଇଂଷ୍ଟାଗ୍ରାମ ଷ୍ଟୋରୀରେ କାର୍ତ୍ତିକ ଆର୍ୟନଙ୍କୁ ଧୀମେ ଧୀମେ ଗୀତରେ ଡ୍ୟାନ୍ସ ଷ୍ଟେପ ଶିଖାଇବାକୁ ପାଇଁ ଅନୁରୋଧ କରିଥିଲେ । ଏବେ ଏକ ଲାଟେଷ୍ଟ ଭିଡ଼ିଓରେ କାର୍ତ୍ତିକ ଏବଂ ଦୀପିକାଙ୍କୁ ଧୀମେ ଧୀମେ ଗୀତରେ ଡ୍ୟାନ୍ସ କରି ଥିବାର ଦେଖିବାକୁ ମିଳିଛି । ସବୁଠାରୁ ଖାସ କଥା ହେଉଛି ଦୀପିକାଙ୍କୁ କାର୍ତ୍ତିକ ଡ୍ୟାନ୍ସ ଷ୍ଟେପ ଶିଖାଉଛନ୍ତି ।

 

 

View this post on Instagram

 

Swift moves #dheemedheeme with #kartikaaryan and #deepikapadukone ❤❤❤

A post shared by Viral Bhayani (@viralbhayani) on

 

ଫଟୋଗ୍ରାଫର ଭାଇରାଲ ଭୟାନୀ ଦ୍ୱାରା ଶେୟାର କରାଯାଇଥିବା ଇଂଷ୍ଟାଗ୍ରାମ ଭିଡ଼ିଓରେ କାର୍ତ୍ତିକ ମୁମ୍ବାଇ ଏୟାରପୋର୍ଟରେ ଦୀପିକାଙ୍କୁ ଡ୍ୟାନ୍ସ ଷ୍ଟେପ ଶିଖାଉ ଥିବାର ନଜର ଆସିଛନ୍ତି । ଦୀପିକା ମଧ୍ୟ କିଛି କମ ନୁହଁନ୍ତି । ଖୁବ କମ ସମୟରେ ସେ ମଧ୍ୟ ଏହି ଷ୍ଟେପ ଶିଖି ଯାଇଛନ୍ତି । ଏହାକୁ ଦେଖିବା ପରେ ଲୋକ ତାଳି ଏବଂ ସିଟି ବଜାଇବାରୁ ନିଜକୁ ଅଟକାଇ ପାରୁନଥିବା ଦେଖିବାକୁ ମିଳିଛି ।
ୱର୍କଫ୍ରଂଟ କଥା ଯଦି ଆଲୋ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More