Only for Entertainment

ଭାଇରାଲ ହେବାରେ ଲାଗିଛି କରୀନା ଏବଂ କାର୍ତ୍ତିକଙ୍କ ଏହି ଭିଡିଓ

IBTimes India
0 48

‘ସେନୁ କେ ଟିଟୁ କି ସୁଇଟି’ର ସୋନୁ ବା କାର୍ତ୍ତିକ ଆର୍ଯ୍ୟନଙ୍କର ଏହି ଫିଲ୍ମ ୧୦୦ କୋଟି କ୍ଲବରେ ସାମିଲ ହୋଇସାରିଛି । ଏହାକୁ ନେଇ କାର୍ତ୍ତିକ ଖୁବ ଖୁସି ମଧ୍ୟ ଅଛନ୍ତି । ତାଙ୍କର ଏହି ଖୁସି ତାଙ୍କ ଚେହେରାରେ ମଧ୍ୟ ନଜର ଆସୁଛି । ଏବଂ ଏହି କାରଣରୁ ସେ ଖୁବ ପାର୍ଟି କରୁଥିବାର ମଧ୍ୟ ନଜର ଆସିଛନ୍ତି । ଏପରି ମୁଡରେ ଯଦି କରୀନାଙ୍କ ସହିତ ପାର୍ଟି କରିବାର ସୁଯୋଗ ମିଳେ ତେବେ କେହି ଏହାକୁ କ’ଣ ପାଇଁ ଛାଡିବ ।

 

Ban jaa tu meri Rani ♥️?

A post shared by KARTIK AARYAN (@kartikaaryan) on

କାତ୍ତିକ ଏବଂ କରୀନା ମନୀଷ ମଲହୋତ୍ରାଙ୍କ ଏକ ଶୋ’ ପାଇଁ ସିଙ୍ଗାପୁର ଯାଇଥିଲେ । ଏବଂ ସେଠାରେ ସେମାନେ ଖୁବ ସସ୍ତି କରିଥିଲେ । ଏହି ସମୟର ଏକ ଭିଡିଓ କାର୍ତ୍ତିକ ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରିଥିଲେ । ଏହି ଭିଡିଓରେ କାର୍ତ୍ତିକ ଏବଂ କରୀନା ‘ବନ ଜା ତୁ ମୋରି ରାଣୀ’ ଗୀତରେ ନଜର ଆସିଛନ୍ତି । ଏହାକୁ ନେଇ ଲେକେ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More