Only for Entertainment

ବଜାରକୁ ଆସିଲା କସୌଟି ଜିନ୍ଦେଗୀ’କେ ର ଅଭିନେତ୍ରୀ ମାନଙ୍କ ଡଲ ।

bollywood tadka
36

ଲୋକପ୍ରିୟ ଧାରାବାହିକ କସୌଟି ଜିନ୍ଦେଗୀ କେ ଏବେ ଟଇଆରପିରେ ପ୍ରଥମ ସ୍ଥାନରେ ଅଛି । ସିରିଅଲରେ ପ୍ରତିଦିନ ଟ୍ୱିଷ୍ଟ ଦେଖିବାକୁ ମିଳୁଛି । କିନ୍ତୁ ଏବେ ଏହାକୁ ନେଇ ଆସିଛି ଏକ ମଜାଦାର ଖବର । ଆଜ୍ଞା ହଁ ଧାରାବାହିକର ସୁନ୍ଦରୀ ମାନଙ୍କ ଡଲ ଏବେ ବଜାରକୁ ଆସିଯାଇଛି । ଶୋ ନିର୍ମାତା ଏକତା କପୂର ସେହିଫଟୋ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି ।

ଏହା ସହିତ ଏକତା କ୍ୟାପ୍ସନରେ ଲେଖିଛନ୍ତି ଏହି ଆଇକନିକ ଚରିତ୍ର ପାଇଁ ଏହା ଠାରୁ ବଡ଼ କମ୍ପ୍ଲିମେଂଟ କ’ଣ ହୋଇପାରେ । ଏତେ ସାରା ଭଲପାଇବା ଦେଇଥିବାରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ । ଏହା ମଧ୍ୟ ପଚାରିଛନ୍ତି ଆପଣ କେଉଁଟି ନେବେ?

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More