Only for Entertainment

କମୋଲିକା ଭୂମିକାରେ କିଛି ଏଭଳି ଅନ୍ଦାଜରେ ଧମାଲ ମଚାଇବେ ହୀନା ଖାନ. ଦେଖନ୍ତୁ ଫଟୋ ଏବଂ ଭିଡ଼ିଓ!

India Today
44

ଏକତା କପୂରଙ୍କ ସିରିଅଲ କସୌଟି ଜିନ୍ଦେଗୀ କି ‘ରେ ଫ୍ୟାନ୍ସ କମୋଲିକାର ଚେହେରା ଦେଖିବା ଲାଗିବା ଖୁବ ଉତ୍ସୁକ ଅଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଏହି ସିରିଅଲରେ ହିନା ଖାନ କମୋଲିକା ରୂପରେ ନଜର ଆସିବେ । ହିନା ଏବେ ସିରିଅଲ ସୁଟିଂ ଆରମ୍ଭ କରି ଦେଇଛନ୍ତି , ଏବଂ ଦୁଇ ଦିନ ତଳେ ଏକତା କପୂର ହୀନାଙ୍କ ଲୁକ ବିଷୟରେ କିଛି ସୋସିଆଲ ମିଡିଆରେ ଶେୟାର କରିଥିଲେ । ମାତ୍ର ସେହି ଫଟୋରେ ହୀନାଙ୍କ ଚେହେରା ପରିଷ୍କାର ନଜର ଆସୁନଥିଲା ।

ବିଗତ ଦିନରେ ହୀନାଙ୍କ ବଡି ଡବଲ ଦେଖି ଦର୍ଶକ ମଧ୍ୟ କନଫ୍ୟୁଜ ହୋଇଯାଇଥିଲେ , ଏଭଳି ମଧ୍ୟ କହିଥିଲେ ଯେ ହୀନା କମୋଲିକା ହେଉ ନାହାନ୍ତି । ଯଦି ଆପଣ ମଧ୍ୟ ଏହା ଭାବୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର ରହିଛି । ହୀନାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରାଯାଇଛି । ହୀନାଙ୍କ ଏହି ଫଟୋକୁ ଦେଖି ଫ୍ୟାନ୍ସ ନିଶ୍ଚୟ ଖୁସି ହୋଇଯିବେ । ଏଥିରେ ତାଙ୍କର କମୋଲିକା ଗେଟଅପ ନଜର ଆସିଛି । ଯାହାକୁ ଏକତା ମଧ୍ୟ ଶେୟାର କରିଛନ୍ତି ।

 

View this post on Instagram

 

Bihar ka bewagpan aur bengal ki adaa …. welcome @realhinakhan as KOMOLIKA ???❤️?????????

A post shared by Ek❤️kzk N Lailamajnu (@ektaravikapoor) on


ଏଠାରେ ଆମେ କହି ରଖୁଛୁ ଯେ ହୀନା ସିରିୟଲ କସୌଟି ଜିନ୍ଦେଗୀ କେ ଜରିଆରେ ପ୍ରଥମ ଥର ନେଗେଟିଭ ରୋଲରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More