Only for Entertainment

ଶୀଲା କି ଜୱାନୀ ଦେଖି ଘାୟଲ ହେଲେ ଫ୍ୟାନ୍ସ । କ୍ୟାଟଙ୍କ ଏହି ଗୀତକୁ ୧୬ ଲକ୍ଷରୁ ଅଧିକ ଦେଖିଛନ୍ତି ।

amarujala
0 54

ଫିଲ୍ମରେ ସଲମାନଙ୍କ ସହିତ ଦର୍ଶକଙ୍କ ହୃଦୟ ଜିତି ସାରିବା ପରେ ଏବେ ଦବଙ୍ଗ ଟୁରରେ ବାହାରିଛନ୍ତି କ୍ୟାଟ୍ରିନା କୈଫ । ସେ ତାଙ୍କର ପ୍ରସିଦ୍ଧ ଗୀତ ‘ଶୀଲା କି ଜୱାନୀ’ରେ ଡ୍ୟାନ୍ସ କରୁଥିବା ନଜର ଆସିବେ । ଦବଙ୍ଗ ଟୁରରେ ଭଲ ପର୍ଫମାନ୍ସ ଦେବାପାଇଁ ସେ ଖୁବ କଷ୍ଟ କରୁଛନ୍ତି । ଏହି ସମୟରେ ତାଙ୍କର ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି । ଏହି ଭିଡ଼ିଓକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ତାହା ଏବେ ଖୁବ ଭାଇରାଲ ହେଉଛି ।

 

ଏହି ଗୀତର ଭିଡ଼ିଓ କ୍ୟାଟଙ୍କ ଅଫିସିଆଲ ଆକାଉଂଟରେ ସେୟାର କରାଯାଇଛି । ୨୦ ଘଂଟାରେ ଏହି ଭିଡ଼ିଓକୁ ଦର୍ଶକ ୧୬ ଲକ୍ଷରୁ ଅଧିକ ଥର ଦେଖି ସାରିଛନ୍ତି ।
ଦବଙ୍ଗ ଟୁରରେ ସଲମାନଙ୍କ ସହିତ କ୍ୟାଟ,ଜ୍ୟାକଲିନ,ସୋନାକ୍ଷୀ ଏବଂ ଡେଜି ଶାହ ମଧ୍ୟ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More