Only for Entertainment

ଜବରଦସ୍ତ ଡ୍ୟାନ୍ସ କରି ଭିଡ଼ିଓ ଶେୟାର କଲେ କ୍ୟାଟ୍ରିନା, ପ୍ରଭୁ ଦେବାଙ୍କ ଠାରୁ ନେଉଛନ୍ତି ଟ୍ରେନିଂ ।

bollywood tadka
54

ଅଭିନେତ୍ରୀ କ୍ୟାଟ୍ରିନା ଏବେ ଅପକମିଂ ଫିଲ୍ମ ଠଗ୍ସ ଅଫ ହିନ୍ଦୋସ୍ତାନକୁ ନେଇଚ୍ଚର୍୍ାରେ ଅଛନ୍ତି । ନିକଟରେ ସେ ତାଙ୍କ ଇଂଷ୍ଟା ଆକାଉଂଟରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି ।

ଏହି ଲାଟେଷ୍ଟ ଭିଡ଼ିଓରେ ସେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଛି । ଭିଡ଼ିଓରେ ଡ୍ୟାନ୍ସିଂ କୋରିଓଗ୍ରାଫର ପ୍ରଭୁ ଦେବା ଏବଂ ଅଭିନେତା ଆମୀର ଖାନ ମଧ୍ୟ ନଜର ଆସିଛନ୍ତି । ଭିଡ଼ିଓ ଦେଖି ଜଣାପଡ଼ୁଛି ଏହା ସୁରୈୟା ଗୀତର ରିହର୍ସଲ ।

 


ଏହି ଭିଡ଼ିଓ ସୋସିଆଲ ମିଡିଆରେ ଧୁମ ମଚାଉଛି । କ୍ୟାଟ୍ରିନା ପ୍ରଥମ ଥର ପ୍ରଭୁ ଦେବାଙ୍କ ସହିତ କାମ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More