Only for Entertainment

ସିମ୍ପଲ ଲୁକରେ ଥିବା ପରେ ମଧ୍ୟ କ୍ୟାଟ୍ରିନାଙ୍କ ଏହି ଫଟୋରୁ ଆପଣଙ୍କ ନଜର ହଟିବ ନାହିଁ

45

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ କିଛି ମାସ ପୂର୍ବରୁ ସଲମାନଙ୍କ ସହିତ ଫିଲ୍ମ ଭାରତରେ ନଜର ଆସିଲେ । ନିକଟରେ ସେ ଅକ୍ଷୟ କୁମାରଙ୍କ ସହିତ ଫିଲ୍ମ ସୂର୍ଯ୍ୟବଂଶୀର ସୁଟିଂ ଶେଷ କରିଛନ୍ତି । ଏହି ମଧ୍ୟରେ ସେ ଲାଲ ରଙ୍ଗର ଶାଢୀରେ ଇଂଷ୍ଟାଗ୍ରାମରେ ଫଟୋ ଶେୟାର କରିଛନ୍ତି । ଫଟୋରେ ସେ ଖୁବ ସୁନ୍ଦର ଦେଖା ଯାଉଛନ୍ତି । ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

 

 

View this post on Instagram

 

🌺

A post shared by Katrina Kaif (@katrinakaif) on

ଫଟୋରେ କ୍ୟାଟ୍ରିନା ଏତେ ସୁନ୍ଦର ଲାଗୁଛନ୍ତିଯେ ତାଙ୍କ ଫଟୋରୁ ନଜର ହଟାଇବା ସମ୍ଭବ ନୁହେଁ । ଏହି ଫଟୋରେ ସୋଫି ଚୌଧରୀ, ମାହିରା କଶ୍ୟପ, ଦିୟା ମିର୍ଜା ଏବଂ ଫାତିମା ସନା ଶେଖ ଜବରଦସ୍ତ କମେଂଟ କରିଛନ୍ତି ।

କହିରଖୁଛୁ ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ ସୂର୍ଯ୍ୟବଂଶୀ ୨୭ ମାର୍ଚ୍ଚ ୨୦୨୦କୁ ସିନେମା ଘରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More