Only for Entertainment

ଏଥନିକ ଅବତାରରେ ସ୍ପଟ ହେଲେ କ୍ୟାଟ୍ରିନା କୈଫ । ଦେଖନ୍ତୁ ସମସ୍ତ ଫଟୋ ।

indiatv
0 32

କ୍ୟାଟ୍ରିନା ସବୁବେଳେ ଷ୍ଟାଇଲିସ ଅନ୍ଦାଜରେ ନଜର ଆସିଥାନ୍ତି । ତାଙ୍କର ଭିନ୍ନ ଭିନ୍ନ ଲୁକ ଦର୍ଶକଙ୍କୁ ଦିୱାନା କରିଥାଏ । ନିକଟରେ କ୍ୟାଟ୍ରିନା ମେହବୁବ ଷ୍ଟୁଡିଓ ନିକଟରେ ସ୍ପଟ ହୋଇଛନ୍ତି ।

ଗ୍ରୀନ ଏବଂ ଗୋଳଡେନ ଏଥନିକ ଡ୍ରେସରେ ଖୁବ ଷ୍ଟନିଙ୍ଗ ଲାଗୁଛନ୍ତି କ୍ୟାଟ୍ରିନା । ଏବେ ସେ ତାଙ୍କର ଆଗାମୀ ଫିଲ୍ମ ଠଗ୍ସ ଅଫ ହିନ୍ଦୋସ୍ତାନରେ ବ୍ୟସ୍ତ ଅଛନ୍ତି । କ୍ୟାଟ୍ରିନା ମୁଖ୍ୟ ଚରିତ୍ରରେ ନଜର ଆସିବେ ।

କ୍ୟାଟ୍ରିନାଙ୍କ ବ୍ୟତୀତ ଫିଲ୍ମରେ ଅମୀର ଖାନ,ଅମିତାଭ ବଚ୍ଚନ ଓ ଫାତିମା ସେଖ ପ୍ରମୁଖ ଭୂମିକାରେ ନଜର ଆସିବେ ।

କ୍ୟାଟ୍ରିନା ଶାହାରୁଖଙ୍କ ଫିଲ୍ମ ଜିରୋରେ ମଧ୍ୟ ନଜର ଆସିବେ । ଫିଲ୍ମରେ ଅନୁଷ୍କା ଶର୍ମା ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More