Only for Entertainment

୧୦ବର୍ଷ ପରେ ପୁଣି ଥରେ ତେଲୁଗୁ ସିନେମାରେ ନଜର ଆସିପାରନ୍ତି କ୍ୟାଟରୀନା, ମହେଶ ବାବୁଙ୍କ ସହ କରିପାରନ୍ତି ରୋମାନ୍ସ !

Odishatv
22

ଆଜ୍ଞା ହଁ, ଆପଣ ଯାହା ପଢିଛନ୍ତି ଠିକ ପଢିଛନ୍ତି । ଯଦି ଯେମିତି ଯୋଜନା କରାଯାଉଛି ସେହିଭଳି ହୁଏ ତେବେ ସୁପରଷ୍ଟାର ମହେଶ ବାବୁ ବଡ ପରଦାରେ କ୍ୟାଟ୍ରିନାଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ । ଶୁଣିବାକୁ ମିଳିଛି ଯେ ନିର୍ଦ୍ଦେଶକ ସୁକୁମାର ନିଜ ଆଗାମୀ ଫିଲ୍ମରେ ମୁଖ୍ୟ ଭୂମିକାରେ ଏହି ଦୁଇ କଳାକାରଙ୍କୁ ନେବାକୁ ଚାହୁଛନ୍ତି ।

ଯଦିଓ ଏହି ଫିଲ୍ମର ଟାଇଟଲ ବଛାଯାଇନାହିଁଁ କିନ୍ତୁ ଫିଲ୍ମରେ ମହେଶ ବାବୁ ଏବଂ କ୍ୟାଟରୀନାଙ୍କୁ ନେବା ପାଇଁ ଚେଷ୍ଟା କରାଯାଉଛି । ଏବେ ପର୍ଯ୍ୟନ୍ତ ଫିଲ୍ମ ବିଷୟରେ କୌଣସୀ ଅଫିସିଆଲ ଅନାଉସମେଂଟ କରାଯାଇନାହିଁ । କିନ୍ତୁ ଶୁଣିବାକୁ ମିଳିଛି ଯେ ମହେଶ ବାବୁ ଫିଲ୍ମ ପାଇଁ ରାଜି ହୋଇସାରିଲେଣି କେବଳ କ୍ୟାଟରୀନାଙ୍କ ଜବାବର ଅପେକ୍ଷା ରହିଛି ।

ଯଦି ସବୁ କିଛି ସଠିକ ହୁଏ ତେବେ ୧୦ବର୍ଷ ପରେ କ୍ୟାଟରୀନା ୩ୟ ନମ୍ବର ତେଲୁଗୁ ଫିଲ୍ମରେ ନଜର ଆସିବେ । ଏଠାରେ ଆମେ କହି ରଖୁଛୁ ଯେ କ୍ୟାଟ ଭେଙ୍କଟେଶ ଡଗ୍ଗୁବତିଙ୍କ ଫିଲ୍ମ ‘ମଲ୍ଲିଶ୍ୱରୀ’ରୁ ୨୦୦୪ରେ ତେଲୁଗୁ ସିନେମାରେ ଡେବ୍ୟୁ କରିଥିଲେ । ଏହାପରେ ସେ ନନ୍ଦମୁରୀ ବାଳକୃଷ୍ଣଙ୍କ ସହ ‘ଅଲାରୀ ପିଡୁଗୁ’ରେ କାମ କରିଥିଲେ । ଏବେ କ୍ୟାଟରୀନା ନିଜ ଆଗାମୀ ଫିଲ୍ମ ‘ଭାରତ’ ସୁଟିଂରେ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More