Only for Entertainment

ଜନ୍ମଦିନରେ ବ୍ରେକ ନେଇ ମଜାମସ୍ତୀ କରିବାକୁ ଚାହାନ୍ତି କ୍ୟାଟ !

31

କ୍ୟାଟରୀନା କୈଫଙ୍କ ଜନ୍ମଦିନ ୧୬ଜୁଲାଇରେ ଏବଂ କ୍ୟାଟରୀନା ଏହାକୁ ଖୁବ ସାଧାରଣ ପ୍ରକ୍ରିୟାରେ ସେ ନିଜ ଭଉଣୀ ଏବଂ ବନ୍ଧୁଙ୍କ ସହ ସେଲିବ୍ରେଟ କରିବେ । ଜନ୍ମଦିନକୁ ନେଇ ତାଙ୍କର କଣ ଯୋଜନା ରହିଛି ଆସନ୍ତୁ ଜାଣିବା ।

ଏହି ବିଷୟରେ ପଚରାଯିବାରୁ ଆଇଏଏନଏସକୁ କହିଛନ୍ତି ଯେ କିଛି ଦିନ ବ୍ରେକ ନେଇ ନିଜ ଭଉଣୀ ଏବଂ ବନ୍ଧୁଙ୍କ ସହ କୁଆଡେ ବାହାର ଯିବାକୁ ଯୋଜନା କରୁଛନ୍ତି ଏବଂ କୌଣସି ଏକ ଭଲ ସ୍ଥାନକୁ ଯାଇ ମଜାମସ୍ତି କରିବାକୁ ଚାହୁଁଛନ୍ତି ।

 

View this post on Instagram

 

#UnderConstruction ?️‍♀️?? @reebokindia @reebokclassicindia @nirvairrai

A post shared by Katrina Kaif (@katrinakaif) on

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଭାରତରେ ରିବକର ନୂଆ ବ୍ରାଣ୍ଡ ଆମ୍ବାସାଡରକୁ ଫିଲ୍ମ ଭାରତ, ଏବଂ ଜିରୋରେ ତାଙ୍କର ପ୍ରଦର୍ଶନ ପାଇଁ ସମ୍ମାନିତ କରାଯିବ । କ୍ୟାଟଙ୍କୁ ଏହି ଭଳି ଭୂମିକା ତୁଲାଇବା ପାଇଁ ଅପେକ୍ଷା ରହିଛି, ଯାହା ତାଙ୍କୁ ଏକ କଳାକାର ଭୂମିକାରେ ବିକଶିତ ହେବା ପାଇଁ ସୁଯୋଗ ଦେଉଛି । ଆଗାମୀ ଦିନରେ କ୍ୟାଟ ‘ସୂର୍ଯ୍ୟବଂଶୀ’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More