Only for Entertainment

ସଲମାନଙ୍କର ନୁହେଁ ଏହି କ୍ରିକେଟରଙ୍କ ଦିୱାନୀ ଅଟନ୍ତି କ୍ୟାଟ୍ରିନା ।

sports
0 92

କ୍ୟାଟରିନା କୈଫ ରାହୁଲ ଦ୍ରାବିଡଙ୍କୁ ଖୁବ ପସନ୍ଦ କରନ୍ତି, କାରଣ ରାହୁଲ ଅତ୍ୟନ୍ତ ସରଳ ସ୍ୱଭାବର ଅଟନ୍ତି । । କ୍ୟାଟଙ୍କ କହିବା ମୁତାବକ ରାହୁଲ ଜଣେ ପ୍ରସିଦ୍ଧ ଖେଳାଳୀ ସହ ଉତ୍ତମ ପୁରୁଷ ଅଟନ୍ତି । ତାଙ୍କ କହିବା ଅନୁସାରେ ରାହୁଲ କେବେ ହେଲେ ଦୁଃଖୀ, ରାଗି କିମ୍ବା ଚିନ୍ତାରେ ରୁହନ୍ତୁ ନାହିଁ । ସେ ରାହୁଲଙ୍କ ସହ ୩ଟି ଶବ୍ଦରୁ ଅଧିକ କେବେ ହେଲେ କଥା ହୋଇ ନଥିବା କ୍ୟାଟ କହିଛନ୍ତି ।

kk-1

ରାହୁଲ ଅତ୍ୟନ୍ତ ଲାଜକୁଳା ସ୍ୱଭାବର ଅଟନ୍ତି । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ କ୍ରିକେଟ ଷ୍ଟାର ରାହୁଲ ଦ୍ରାବିଡଙ୍କ ସହ ୨୦୦୮ରେ ଆଇପିଏଲ ମ୍ୟାଚର ପ୍ରମୋସୁଟ ସମୟରେ କ୍ୟାଟଙ୍କର ସାକ୍ଷାତ ହୋଇଥିଲା । 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More