Only for Entertainment

ସଲମାନଙ୍କ ଉପରେ ନିଷ୍ପତ୍ତି ଆସିବା ପୂର୍ବରୁ ସଲୁଙ୍କ ଫ୍ୟାମିଲି ସହିତ ନଜର ଆସିଲେ କ୍ୟାଟ୍ରିନା । ଦେଖନ୍ତୁ ଫଟୋ ।

news18
0 78

କ୍ୟାଟ୍ରିନା କୈଫଙ୍କୁ ସଲମାନଙ୍କ ଭଉଣୀ ଅର୍ପିତା ଖାନ ଶର୍ମା ଏବଂ ଭଣଜା ଆହିଲଙ୍କ ସହିତ ସମୟ ବିତାଉଥିବା ସମୟରେ ସ୍ପଟ କରାଯାଇଛି । ସଲମାନ ଏବଂ କ୍ୟାଟଙ୍କ ସଂପର୍କରେ ଦୂରତା ଆସିଥିଲେ ମଧ୍ୟ ସଲମାନଙ୍କ ପରିବାର ସହିତ କ୍ୟାଟଙ୍କ ସଂପର୍କ ଏବେ ମଧ୍ୟ ପୂର୍ବ ଭଳି ଦେଖାଯାଉଛି । ଦୁଇଜଣଙ୍କୁ ନେଇ ବିଭିନ୍ନ ଚର୍ଚ୍ଚା ଜୋର ଧରିଥିଲେ ମଧ୍ୟ ଏହି ଫଟୋରେ ସେସବୁର କୌଣସି ଝଲକ ଦେଖିବା ପାଇଁ ମିଳୁନାହିଁ । ବିଭିନ୍ନ ସମସ୍ୟା ଏବଂ ବ୍ରେକ ଅପ ପରେ ମଧ୍ୟ ଦୁଇଜଣଙ୍କୁ ଏକା ସାଙ୍ଗରେ ସ୍କ୍ରିନ ସେୟାର କରିଥିବାର ନଜର ଆସିଛି ।
salman family7

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More