Only for Entertainment

ଆଇପିଏଲ କ୍ଲୋଜିଙ୍ଗ ସେରମନିରେ କ୍ୟାଟ୍ରିନାଙ୍କ ସ୍ୱାଗସେ ଡ୍ୟାନ୍ସ ହିଟ ।

aajtak
0 50

ଆଇପିଏଲ କ୍ଲୋଜିଙ୍ଗ ସେରମନିରେ ସଲମାନ ଖାନ,କ୍ୟାଟ୍ରିନା କୈଫ,କାର୍ତ୍ତିକ ଆୟନ,କ୍ରିତି ସାନନଙ୍କ ତାରକାମାନେ ପର୍ଫମ କରିଥିଲେ । ସେରମନୀରେ କ୍ୟାଟ୍ରିନା ‘ଟାଇଗର ଜିନ୍ଦା ହୈ’ ଗୀତ ‘ସ୍ୱାଗସେ’ ଏବଂ ‘ଧୁମ ଥ୍ରି’ରେ ଜଲୱା ଦେଖାଇଥିଲେ । ତାଙ୍କ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

 

କ୍ୟାଟଙ୍କ ଡ୍ୟାନ୍ସ ଲୋକଙ୍କୁ ଖୁବ ପସନ୍ଦ ଆସିଥାଏ । ସେ ନିଜକୁ ଖୁବ ଫିଟ ରଖିଥାନ୍ତି । ତେଣୁ ୩୪ ବର୍ଷ ବୟସରେ ମଧ୍ୟ ସେ ଖୁବ ଫିଟ ଏବଂ ଫାଇନ ଅଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କ୍ୟାଟ କେବେ ମଧ୍ୟ ଡ୍ୟାନ୍ସ ପ୍ରଶିକ୍ଷଣ ନେଇନାହାଁନ୍ତି । ଯେତେବେଳେ ସେ ବଲିଉଡରେ ପ୍ରବେଶ କରିଥିଲେ ତାଙ୍କ ଡ୍ୟାନ୍ସ କରିବାରେ ଖୁବ ଅସୁବିଧା ହେଉଥିଲା । କିନ୍ତୁ ନିଜ ପରିଶ୍ରମରୁ ସେ ବହୁତ କିଛି ଶିଖିଛନ୍ତି । ରିପୋର୍ଟ ଅନୁସାରେ କ୍ଲୋଜିଙ୍ଗ ସେରମନୀରେ ଡ୍ୟାନ୍ସ କରିବା ପାଇଁ ତାଙ୍କୁ ସବୁଠାରୁ ଅଧିକ ଟଙ୍କା ମିଳିଥିଲା ।

ଖୁବଶୀଘ୍ର କ୍ୟାଟ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୋସ୍ତାନ’ ଏବଂ ‘ଜିରୋ’ରେ ନଜର ଆସିବେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More