Only for Entertainment

Katy Perryଙ୍କୁ ସ୍ୱାଗତ କରିବା ପାଇଁ ଏକାଠି ହେଲା ବଲିଉଡ, ମଲାଇକା, ଆଲିଆଙ୍କ ସମେତ ନଜର ଆସିଲେ ଅନେକ ଷ୍ଟାର୍ସ

latestly
30

ପ୍ରସିଦ୍ଧ ଆମେରିକାନ ପପ ସଙ୍ଗର ସିଙ୍ଗର କେଟୀ ପେରୀଙ୍କ ମୁମ୍ବାଇ ଆଗମନକୁ ନେଇ କେବଳ ଫ୍ୟାନ୍ସ ନୁହଁନ୍ତି ବଲିଉଡ ସେଲିବ୍ରିଟି ମାନେ ମଧ୍ୟ ଉତ୍ସାହିତ । ଗୁରୁବାର ରାତିରେ କେଟୀଙ୍କୁ ଖୁବ ଗ୍ରାଣ୍ଡ ଅନ୍ଦାଜରେ ବଲିଉଡ ସ୍ୱାଗତ କରିଛି । କେଟୀଙ୍କ ମୁମ୍ବାଇ ଆସିବା ଖୁସିରେ ଫିଲ୍ମ ମେକର କରଣ ଜୋହର ଏକ ବଡ ପାର୍ଟିର ଆୟୋଜନ କରିଥିଲେ । ଏହି ପାର୍ଟିରେ କେଟୀ ପେରୀଙ୍କ ସହିତ ଏଞ୍ଜୟ କରିବା ପାଇଁ ଅନେକ ବଲିଉଡ ସେଲିବ୍ରିଟି ନଜର ଆସିଥିଲେ । ଗୌରୀ ଖାନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଆଲିଆ ଭଟ୍ଟ, ସାହିଦ କପୁରଙ୍କ ସମେତ ଅନେକ ବଲିଉଡ ଷ୍ଟାର କେଟୀ ପେରୀଙ୍କ ୱେଲକମ ପାର୍ଟିରେ ଯୋଗ ଦେଇଥିଲେ ।

ପାର୍ଟି ଆଟେଣ୍ଡ କରିବା ପାଇଁ ଭେନ୍ୟୁ ସାମ୍ନାରେ ସେଲିବ୍ରିଟିଙ୍କ ମେଳା ଲାଗିଯାଇଥିଲା । ଏହା ସହିତ ଅନେକ ମିଡିଆ କର୍ମୀ ଏବଂ ପାପାରାଜୀ ଫଟୋଗ୍ରାଫର୍ସ ସେଠାରେ ଉପସ୍ଥିତ ଥିଲେ । ଦେଖନ୍ତୁ ଏହି ପାର୍ଟିର କିଛି ଫଟୋ-

 

 

View this post on Instagram

 

“#AliaaBhatt, #KaranJohar and #VijayDeverakonda caught in conversation with #KatyPerry.”

A post shared by Routine Of Indian Cinema (@routineofindiancinema) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More