Only for Entertainment

ରିଲିଜ ହେଲା କେଦାରନାଥର ନୂଆ ଗୀତ କାଫିରାନା ।

youtube
28

ଫିଲ୍ମ କେଦାରନାଥରେ ଡେବ୍ୟୁ କରିଛନ୍ତି ସୈଫ ଅଲି ଖାନଙ୍କ ଝିଅ ସାରା ଅଲି ଖାନ । ତାଙ୍କ ଅପୋଜିଟରେ ନଜର ଆସିଛନ୍ତି ସୁଶାନ୍ତ ସିଂ ରାଜପୂତ ।ଏହା ପୂର୍ବରୁ ଫିଲ୍ମର ଦୁଇ ଦୁଇଟି ଗୀତ ରିଲିଜ ହୋଇସାରିଛି । ତେବେ ନିକଟରେ ପୁଣିଥରେ ରିଲିଜ ହୋଇଛି କେଦାରନାଥର ଅନ୍ୟ ଏକ ଗୀତ କାଫିରାନା ।ଯେଉଁଥିରେ ଦେଖିବାକୁ ମିଳିଛି ନାୟକ ଓ ନାୟିକାଙ୍କ ପ୍ରେମ ସଂପର୍କର ଭିନ୍ନ ଅନ୍ଦାଜ ।ଯାହା ଦର୍ଶାଇଛିପ୍ରେମିକ ତା ପ୍ରେମିକା ପ୍ରତି କେତେ ଯତ୍ନବାନ ।

ଅଭିଷେକ କପୁରଙ୍କ ନିର୍ଦ୍ଦେଶନାରେ ନିର୍ଦ୍ଦେଶିତ ଫିଲ୍ମ କେଦାରନାଥ ୭ ଡିସେମ୍ବରକୁ ସିନେମା ଘରେ ରିଲିଜ ହେବାକୁ ଯାଉଛି । ତେବେ ସାରାଙ୍କ ଡେବ୍ୟୁ ଫିଲ୍ମକୁ ଦର୍ଶକ କେତେ ପସନ୍ଦ କରିବେ ତାହା ଫିଲ୍ମ ଦେଖିବା ପରେ ଜଣାପଡ଼ିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More