Only for Entertainment

ଏହି କାରଣରୁ ବାପା ଓ ପୁଅଙ୍କ ସଂପର୍କରେ ହୋଇଥାଏ ମନମାଳୀନ ।

the cheat sheet
0 39

ଜୀବନରେ ବାସ୍ତୁର ଏକ ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ସେ ଆମ କାମ ସହିତ ଯଡ଼ିତ ହୋଇଥାଉ କିମ୍ବା ଆମ ଘର ସହିତ । ଏହି ବାସ୍ତୁ ସଂପର୍କକୁ ଯୋଡ଼ିବା ଏବଂ ଭାଙ୍ଗବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ତେଣୁ ଯଦି ବାସ୍ତୁର କିଛଇ ସାଧାରଣ ଉପାୟକୁ ପାଳନ କରାଯାଏ ତେବେ ସଂପର୍କରେ ଘଙ୍କୁଥିବା ବିଭ୍ରାଟରୁ ମୁକ୍ତି ମିଳିପାରିବ । ବିଶେଷକରି ଯଦି ପିତା ଓ ପୂତ୍ରର ସଂପର୍କ କଥା ଆଳେଶଚନା କରାଯାଏ ତେବେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ ।

ଘରର ଉତ୍ତର-ପୂର୍ବ ଦିଗ କୋଣ ଖଣ୍ଡିତ ନ ହୋଇଥିବା ଦରକାର । ନଚେତ ପିତା ପୂତ୍ରଙ୍କ ମଧ୍ୟରେ ସର୍ବଦା ମନମାଳୀନ ହୋଇଥାଏ । ତେଣୁ ଏହା ପ୍ରତି ଧ୍ୟନ ଦେବା ଉଚିତ ।

ଉତ୍ତର-ପୂର୍ବ ଦିଗରେ ଷ୍ଟୋର ରୁମ,ଟିଣର ବାସନ କିମ୍ବା କୌଣସି ପଦାର୍ଥ ରଖିବା ଅନୁଚିତ ।

ଐଶାନ୍ୟ କୋଣରେ ରୋଷେଇ ଘର କିମ୍ବା ଶୌଚାଳୟ କରିବା ଅନୁଚିତ । କେବଳ ସଂପର୍କରେ ବିଛେଦ ଆସିନଥାଏ ବରଂ ସ୍ୱାସ୍ଥ୍ୟ ମଧ୍ୟ କରାପ ହୋଇଥାଏ ।

ଇଲେକ୍ଟ୍ରାନିକ୍ସ ଜିନିଷ କିମ୍ବା ଗରମ ଉତ୍ପନ୍ନ କରୁଥିବା କୌଣସି ପଦାର୍ଥ ଘରର ଐଶାନ୍ୟ କୋଣରେ ରଖିବା ଅନୁଚିତ ।

ଯଦି କୌଣସି ପ୍ଲଟ ଉତ୍ତର ବା ଦକ୍ଷିଣରେ ତଥା ପୂର୍ବ ବା ପଶ୍ଚିମରେ ଲମ୍ବା ହୋଇଥାଏ ତେବେ ସେଠାରେ ଘର କରିବା ଅନୁଚିତ ।

ଘରକୁ ସର୍ବଦା ସଫା ସୁତୁରା ରଖିବା ଉଚିତ । ବାସ୍ତୁ ଅନୁସାରେ ଘରର ଉତ୍ତର-ପୂର୍ବ ଦିଗକୁ ସଫାସୁତୁରା ରଖିବା ଅତି ଗୁରୁତ୍ୱପୂର୍ଣ୍ଣ କଥା । ଏହା ଦ୍ୱାରା ଘରେ ସୁ୍ଖଶାନ୍ତିର ମାହୋଲ ଖେଳିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More