Only for Entertainment

ପର୍ଶରେ ରଖନ୍ତୁ ଏହି ସମସ୍ତ ବସ୍ତୁ, ମା ଲକ୍ଷ୍ମୀଙ୍କର ପଡିବ ପ୍ରଭାବ ।

panjab keshri
0 123

ନାରୀ ହୁଅନ୍ତି କିମ୍ବା ପୁରୁଷ ସମସ୍ତଙ୍କ ପାଖେ ପର୍ଶ ଥାଏ । ଯାହା ମଧ୍ୟରେ ଟଙ୍କା ବ୍ୟତୀତ ଆହୁରି ଅନେକ ଜିନିଷ ରହିଥାଏ । ଅନେକ ଲୋକଙ୍କ ମନରେ ଏହା ଚାଲିଥାଏ ଯେ ତାଙ୍କ ପର୍ଶରେ ଟଙ୍କା ଆସୁଆସୁ ଖର୍ଚ୍ଚ କିପରି ହୋଇଯାଏ । ତେବେ ଯଦି ଆପଣ ମଧ୍ୟ ଏହି ସମସ୍ୟାରେ ଚିନ୍ତିତ ଅଟନ୍ତି ତେବେ ଏଠାରେ ଦିଆଯାଇଥିବା କିଛି ତଥ୍ୟ ଆପଣଙ୍କର ସହାୟକ ହୋଇପାରେ ।

ଯଦି ଆପଣ ସମୃଦ୍ଧି ଚାହୁଁଛନ୍ତି ତେବେ ଆପଣଙ୍କ ପର୍ଶରେ ଏହି ଶୁଭ ବସ୍ତୁ ରଖନ୍ତୁ ।

– ପଦ୍ମ ଫୁଲ ଶୁଭ ବୋଲି ମାନ୍ୟତା ରହିଛି । ଏହାଦ୍ୱାରା ସୌଭାଗ୍ୟ ବଢିଥାଏ ।

– ଘରୁ ବାହାରିବା ସମୟରେ ନିଜ ପର୍ଶରେ କିଛି ଚାଉଳ ରଖନ୍ତୁ ଏବଂ ମନ୍ଦିର ଯିଚବା ସମୟରେ ଏହି ଚାଉଳକୁ ଲକ୍ଷ୍ମୀଙ୍କ ମନ୍ଦିରରେ ପ୍ରଦାନ କରିଦିଅନ୍ତୁ ।

– ଭଗବାନ ବିଷ୍ଣୁଙ୍କ ସେବା କରୁଥିବାର ଏକ ଛୋଟ ଫଟୋ ଆପଣଙ୍କ ପର୍ଶରେ ରଖନ୍ତୁ ।

– ପର୍ଶ ଶ୍ରୀଯନ୍ତ୍ର ରଖିବା ଦ୍ୱାରା ଆପଣଙ୍କ ଶରୀରରେ ସକରାତ୍ମକ ଶକ୍ତିର ପ୍ରଭାବ ରହିବ ଏବଂ ଏହାଦ୍ୱାରା ସକରାତ୍ମକ ବିଚାର ମଧ୍ୟ ମନରେ ଆସିଥାଏ ।

– ୨୦ଟଙ୍କାର ନୋଟ ଏବଂ ଦୁଇଟି କଏନ ଧଳା ରଂଗର ପର୍ଶରେ ରଖନ୍ତୁ ମାତ୍ର ଏହାକୁ ଖର୍ଚ୍ଚ କରନ୍ତୁ ନାହିଁ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More