Only for Entertainment

ଘରର ଏହି ସ୍ଥାନକୁ ଉଚ୍ଚା ରଖିବା ଦ୍ୱାରା ଦିନକୁ ଦିନ ହୋଇଯିବେ ଧନବାନ !

curbed
68

ଜୀବନରେ ସମସ୍ତେ ଧନୀ ହେବାକୁ ଚାହାଁନ୍ତି , ଏଥିପାଇଁ ସମସ୍ତେ ଦିନ ରାତି ପରିଶ୍ରମ କରନ୍ତି । କିନ୍ତୁ ଏତେ ମାତ୍ରାରେ ପରିଶ୍ରମ କରି ମଧ୍ୟ କିଛି ମୂଲ୍ୟ ରହେ ନାହିଁ । ଏଥିରେ ଆପଣଙ୍କ ର କୌଣସି ଭୁଲ ନାହିଁ, ଏଥିରେ ଭୁଲ ରହିଛି କେବଳ ଘରେ ଥିବା ବାସ୍ତୁ ର । ବାସ୍ତୁ ଠିକ କରିବାକୁ ଚାହୁଁଥିଲେ ଘର ବାସ୍ତୁ ଦୋଷକୁ ପ୍ରଥମେ ଠିକ କରନ୍ତୁ, ଏଥିପାଇଁ ଘରର କିଛି ସ୍ଥାନକୁ ଉଚ୍ଚା କରିବାକୁ ପଡିବ । ଏହା କଲେ ନା କେବଳ ଧନବାନ ହେବେ ବରଂ ମାନ ସମାନ ମଧ୍ୟ ବାଢ଼ିବ ।

ବାସ୍ତୁ ଅନୁସାରେ ଘରର ଦକ୍ଷିଣ ପୂର୍ବ ଦିଗକୁ ଉଚ୍ଚା କରିବା ଉଚିତ । ଏହା କରିବା ଦ୍ୱାରା ଘରର ସମସ୍ତ ସମସ୍ୟା ଦୂର ହେବ । ଯଦି ଏହି ଭାଗ ନୀଚ୍ଚ ରହିବ ତେବେ ଧନହାନିର ଆଶଙ୍କା ଲାଗିରହିବ । ଦକ୍ଷିଣ ପୂର୍ବ କୋଣ ଆଗ୍ନେୟ କୋଣ ଅଟେ ।

ଦକ୍ଷିଣ ପଶ୍ଚିମ କୋଣକୁ ମଧ୍ୟ ଆପଣ ଉଚ୍ଚା କଲେ ଘର ଶିଶୁ ସ୍ୱାସ୍ଥ୍ୟବାନ ରହିବ ଏବଂ ଏହାସହ ଦିନକୁ ଦିନ ଧନବାନ ମଧ୍ୟ ହେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More