Only for Entertainment

‘ଖାନଦାନୀ ସଫାଖାନ’ର ଟ୍ରେଲର ରିଲିଜ, ଦେଖିବାକୁ ମିଳିବ ସୋନାକ୍ଷୀ ସିହ୍ନା, ବାଦଶାହ ଏବଂ ବରୁଣ ଶର୍ମାଙ୍କ ମଧ୍ୟରେ ମଜାଦାର କେମେଷ୍ଟ୍ରୀ

DNA India
19

ବଲିଉଢ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଆଗାମୀ ଫିଲ୍ମ ‘ଖାନଦାନୀ ସଫାଖାନା’ର ଧମକାଦାର ଟ୍ରେଲର ରିଲିଜ ହୋଇସାରିଛି । ଏହି ଫିଲ୍ମରେ ସୋନାକ୍ଷୀଙ୍କ ବ୍ୟତିତ ବରୁଣ ଶର୍ମା ଏବଂ ର‌୍ୟାପର ବାଦଶାହ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଦର୍ଶକ ଏହି ଫିଲ୍ମକୁ ଦେଲଖିଲା ପରେ ହସି ହସି ଗଡି ଯିବେ ବୋଲି ଆଶା କରାଯାଉଛି ।

ଏହି ଫିଲ୍ମ ଜରିଆରେ ର‌୍ୟାପର ବାଦଶାହ ବଲିଉଡ ସିନେମାରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଶିଳ୍ପୀ ଦାସଗୁପ୍ତା ଦେଇଛନ୍ତି । ଫିଲ୍ମରେ ସୋନାକ୍ଷୀ ସିହ୍ନା ସେକ୍ସ କ୍ଲିନିକରେ କାମ କରୁଥିବାର ନଜର ଆ ସିବେ । ଫିଲ୍ମ ୨୬ ଜୁଲାଇରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More