Only for Entertainment

‘ଖାନଦାନୀ ସଫାଖାନ’ର ଟ୍ରେଲର ରିଲିଜ, ଦେଖିବାକୁ ମିଳିବ ସୋନାକ୍ଷୀ ସିହ୍ନା, ବାଦଶାହ ଏବଂ ବରୁଣ ଶର୍ମାଙ୍କ ମଧ୍ୟରେ ମଜାଦାର କେମେଷ୍ଟ୍ରୀ

DNA India
4

ବଲିଉଢ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଆଗାମୀ ଫିଲ୍ମ ‘ଖାନଦାନୀ ସଫାଖାନା’ର ଧମକାଦାର ଟ୍ରେଲର ରିଲିଜ ହୋଇସାରିଛି । ଏହି ଫିଲ୍ମରେ ସୋନାକ୍ଷୀଙ୍କ ବ୍ୟତିତ ବରୁଣ ଶର୍ମା ଏବଂ ର‌୍ୟାପର ବାଦଶାହ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଦର୍ଶକ ଏହି ଫିଲ୍ମକୁ ଦେଲଖିଲା ପରେ ହସି ହସି ଗଡି ଯିବେ ବୋଲି ଆଶା କରାଯାଉଛି ।

ଏହି ଫିଲ୍ମ ଜରିଆରେ ର‌୍ୟାପର ବାଦଶାହ ବଲିଉଡ ସିନେମାରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଶିଳ୍ପୀ ଦାସଗୁପ୍ତା ଦେଇଛନ୍ତି । ଫିଲ୍ମରେ ସୋନାକ୍ଷୀ ସିହ୍ନା ସେକ୍ସ କ୍ଲିନିକରେ କାମ କରୁଥିବାର ନଜର ଆ ସିବେ । ଫିଲ୍ମ ୨୬ ଜୁଲାଇରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More