Only for Entertainment

ରିଲିଜ ହେଲା ‘ଖାନଦାନୀ ସଫାଖାନା’ର ଦ୍ୱିତୀୟ ଟ୍ରେଲର ।

Hindustan Times
39

ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ଫିଲ୍ମ ‘ଖାନଦାନୀ ସଫାଖାନା’ ଆସନ୍ତା ମାସ ୨ ଅଗଷ୍ଟକୁ ସିନେମା ଘରେ ରିଲିଜ ହେବାକୁ ଯାଉଛି । ଫିଲ୍ମର କାହାଣୀ ପଂଜାବୀ ବ୍ୟାକଗ୍ରାଉଣ୍ଡ ଉପରେ ଆଧାରିତ । ଫିଲ୍ମର ନିର୍ଦ୍ଦେଶନା ଶିଳ୍ପୀ ଦାସଗୁପ୍ତା କରିଛନ୍ତି । ଏହାର ପ୍ରଯୋଜକ ହେଉଛି ଟି ସିରିଜ । ପ୍ରଥମେ ରିଲିଜ ହୋଇଥିବା ଫିଲ୍ମର ଟ୍ରେଲରକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । କିନ୍ତୁ ସୋନାକ୍ଷୀ ସିହ୍ନା ଏବଂ ବରୁଣ ଶର୍ମାଙ୍କ ଜବରଦସ୍ତ କେମେଷ୍ଟ୍ରି ଏବଂ ଅନୁ କପୂରଙ୍କ ଅଭିନୟ ଦେଖିବା ଯୋଗ୍ୟ ରହିଛି ।

ପ୍ରଥମ ଟ୍ରେଲର ରିଲିଜ ହେବାର ଅଳ୍ପ ଦିନ ପରେ ରିଲିଜ ହୋଇଛି ଏହାର ଦ୍ୱିତୀୟ ଟ୍ରେଲର । ଫିଲ୍ମରେ ର‌୍ୟାପର ବାଦଶାହ ଅଭିନୟରେ ଡେବ୍ୟୁ କରିବେ । ନିକଟରେ ଏହାର ପ୍ରଥମ ଗୀତ କିକୁ ରିଲିଜ ହୋଇଥିଲା ଏବଂ ଗୀତକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଏକ ସେକ୍ସ କ୍ଲିନିକ ଚଳାଉଥିବା କାହାଣୀ ନଜର ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More