Only for Entertainment

ହଟ ବିକିନୀ ପିନ୍ଧି ସମୂଦ୍ର କୂଳରେ ମସ୍ତୀ କରୁଥିବାର ନଜର ଆସିଲେ କିଆରା ।

bollywood tadka
41

ବଲିଉଡ ଅଭିନେତ୍ରୀ କିଆରା ଆଡ଼ବାଣି ଅଧିକାଂଶ ସମୟରେ ନିଜ ହଟ ଫଟୋ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ କିଆରା ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ବାସ୍ତବରେ ସେ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଏକ ଫଟୋ ଶେୟାର କରିଛନ୍ତି ।

 

 

View this post on Instagram

 

☀️?

A post shared by KIARA (@kiaraaliaadvani) on


ଫଟୋରେ କିଆରା କଳା ରଙ୍ଗର ବିକିନୀ ପିନ୍ଧିଥିବାର ନଜର ଆସିଛନ୍ତି । ସମୂଦ୍ର କୂଳରେ କିଆରାଙ୍କ ଏହି ଫଟୋ ଇଂଟରନେଟରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଫଟୋକୁ ଫ୍ୟାନ୍ସ ଖୁବ ପ୍ରଶଂସା କରୁଛନ୍ତି ।

 

ଫିଲ୍ମ କଥା ଆଲୋଚନା କରିବା ତ କିଆରା ଏବେ ଶାହିଦଙ୍କ ସହିତ କବୀର ସିଂର ସୁଟିଂରେ ବ୍ୟସ୍ତ ଅଛନ୍ତି । ନିକଟରେ ସେ ଶାହିଦଙ୍କ ଏକ ଆଲବମ ଉର୍ବସୀରେ ନଜର ଆସିଥିଲେ ।

କିଆରା ୱେବସିରିଜ ଲଷ୍ଟ ଷ୍ଟୋରିଜରେ ନଜର ଆସିଥିଲେ । ଏହି ସିରିଜରେ ତାଙ୍କ ଅଭିନୟକୁ ଦର୍ଶକ ଖୁବ ପ୍ରଶଂସା କରିଥିଲେ । ଏହା ବ୍ୟତୀତ ସେ ଫିଲ୍ମ ଏମ ଏସ ଧୋନିରେ ସୁଶାନ୍ତଙ୍କ ସହିତ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More