Only for Entertainment

କାହିଁକି ଫିଲ୍ମ କବୀର ସିଂ’ରେ ଲିପଲକ ସିନ କଲେ କିୟାରା ଆଡ଼ବାଣି?

aajtak
27

ଅଭିନେତ୍ରୀ କିୟାରା ଆଡ଼ବାଣି ଏବେ ଫିଲ୍ମ କବୀର ସିଂ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ତାଙ୍କ ଅପୋଜିଟରେ ଏବଂ ମୁଖ୍ୟ ଚରିତ୍ରରେ ନଜର ଆସିବେ ଶାହିଦ କପୂର । ଫିଲ୍ମକୁ ନେଇ ଚର୍ଚ୍ଚା ଚାଲିଛି, ତାହା ପୁଣି ଭିନ୍ନ ଭିନ୍ନ କାରଣକୁ ନେଇ । ଏହି ମଧ୍ୟରୁ ଗୋଟିଏ କାରଣ ହେଉଛି କିୟାରା ଏବଂ ଶାହିଦଙ୍କ ଲିପ ଲକ ଦୃଶ୍ୟ । ତେବେ ଏକ ଇଂଟରଭ୍ୟୁରେ ଯେତେବେଳେ କିୟାରାଙ୍କୁ ଏହି ପ୍ରଶ୍ନ କରାଗଲା ସେ ଏହାର ଉତ୍ତର ଅତି ସରଳ ଭାବରେ ବୁଝାଇଦେଲେ ।

 

କିୟାରାଙ୍କ କହିବା ଅନୁସାରେ କବୀର ସିଂ ଏଭଳି ଏକ ଲଭ ଷ୍ଟୋରୀ, ଏଥିରେ ଆପଣ ଦୁଇଜଣଙ୍କୁ ଦେଖିବେ ଯେଉଁମାନେ ପ୍ରେମରେ ଖୁବ ସଚ୍ଚୋଟ । କଥା ଯେତେବେଳେ କିସ କରିବାର ଆସୁଛି ତେବେ କହିରଖୁଛିଯେ କିସ କରିବାର ଅର୍ଥ ହେଉଛି କାହାକୁ ନିଜ ଭଲପାଇବା ଦେଖାଇବାର ଏକ ସରଳ ଉପାୟ । ଜଣେ ଅନ୍ୟ ଜଣକୁ କିସ କରି ଭଲପାଇବା ଦର୍ଶାଇ ପାରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More