Only for Entertainment

‘ପହଲୱାନ’ର ଟ୍ରେଲର ରିଲିଜ, କିଚ୍ଚାଙ୍କୁ କୁସ୍ତୀ ଶୀଖାଉ ଥିବାର ନଜର ଆସିଲେ ସୁନିଲ ସେଟ୍ଟୀ

kanaklifestyle
38

ବହୁ ପ୍ରତିକ୍ଷୀତ ଫିଲ୍ମ ପହଲୱାନ’ର ଟ୍ରେଲର ରିଲିଜ ହୋଇ ସାରିଛି । ଏହି ଫିଲ୍ମରେ ଅଭିନେତା କିଚ୍ଚା ସୁଦୀପ, କିଚ୍ଚା ଭୂମିକାରେ ନଜର ଆସିବେ, ଯିଏ ଜଣେ ପହଲବାନ । ଆକ୍ସନରେ ଭରପୂର ଏହାର ଟ୍ରେଲର । ୪୫ ବର୍ଷୀୟ ଆକ୍ଟର ବଳବାନ ଦେଖାଯିବା ପାଇଁ ଟ୍ରାନ୍ସଫର୍ମେସନ କରିଛନ୍ତି ।

 

ଟ୍ରେଲର ଅନୁସାରେ ଫିଲ୍ମରେ ଏକ ପହଲୱାନର ଯାତ୍ରାକୁ ଦର୍ଶାଯାଇଛି । ଏହି ଫିଲ୍ମ ବଲିଉଡ ଦବଙ୍ଗ ସଲମାନଙ୍କ ସୁଲତାନ ଭଳି ଲାଗୁଛି । ଖବର ଅନୁସାରେ ଏହା ମଧ୍ୟ ଏକ ପ୍ରେମ କାହାଣୀ । ଏଥିରେ ଆକ୍ଟର ନିଜ ଲକ୍ଷ୍ୟ ପାଇଁ କିଛି ମଧ୍ୟ କରିବାକୁ ରାଜି ଅଛନ୍ତି । ଫିଲ୍ମରେ ସୁନିଲ ସେଟ୍ଟୀ ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More