Only for Entertainment

କୋଲ୍ଡ ଡ୍ରିଙ୍କରେ ନିଶା ଔଷଧ ମିଶାଇ ଯୁବକର ପ୍ରାଇଭେଟ ପାର୍ଟ କାଟିଦେଲେ ଦୁଇ କିନ୍ନର

punjabkeshari
161

ଗୀରିପାର କ୍ଷେତ୍ରର ଚାନ୍ଦନୀରେ ରହୁଥିବା ଏକ ଯୁବକର ଦୁଇ କିନ୍ନରଙ୍କ ଦ୍ୱାରା ଗୁପ୍ତାଙ୍ଗ କାଟିଦେବା ଘଟଣା ସାମ୍ନାକୁ ଆସିଛି । ପୋଲିସ ମେଡିକଲ କାମ ଶେଷ କରି ରିପୋର୍ଟ ହରିୟାଣା ପୋଲିସକୁ ପଠାଇ ଦେଇଛନ୍ତି ।

ଖବର ଅନୁସାରେ ଗୀରିପାର କ୍ଷେତ୍ରର ଚାନ୍ଦନୀର ଜଣେ ଯୁବକ ଦୀର୍ଘ ସମୟ ଧରି ହରିୟାଣାରେ କିନ୍ନର ମାନଙ୍କ ସହିତ ରହୁଥିଲେ । ସେ ୧୫-୧୬ ଜୁଲାଇକୁ ପାୟଲ ଏବଂ ବବଲିଙ୍କ ସହିତ ପଂଜାବର ହୋଶିୟାରପୁର ଯାଇଥିଲେ । ଯେତେବେଳେ ସେମାନେ ରାସ୍ତାରେ ଅଟକିଲେ ଦୁଇ କିନ୍ନର ଯୁବକୁ କୋଲ୍ଡ ଡ୍ରିଙ୍କରେ ନିଶା ଔଷଧ ଦେଇ ଚେତାଶୂନ୍ୟ କରିଦେଲେ । ଏହାପରେ ଯୁବକର ଗୁପ୍ତାଙ୍କ ଅପରେସନ କରି ହରିୟାଣା-ହିମାଚଳର ଜଙ୍ଗଲରେ କୋଲର ସଡ଼କରେ ଛାଡ଼ିଦେଲେ ।

ଯୁବକକୁ ହୋଶ ଆସିବା ପରେ ସେ ଘଟଣା ଜାଣିପାରିଲା ଏବଂ ସେ ପାବଂଟା ସାହିବ ପୋଲିସ ଷ୍ଟେସନରେ ପହଂଚିଲା । ସେମାନେ ଏହି ଘଟଣାକୁ ହରିୟାଣାକୁ ହସ୍ତାନ୍ତର କରିଦେଲେ । ଏହାପରେ ହରିୟାଣା ପୋଲିସ ଦୁଇ କିନ୍ନରଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦାରଖ ଜାରି ରଖିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More