Only for Entertainment

ରେସ ଥ୍ରିର ଖରାପ ରେସପନ୍ସ ପରେ ବିଗିଡ଼ିଛି ରେମୋ ଡିସୁଜା ଏବଂ ସଲମାନଙ୍କ ସଂପର୍କ?

post.jagran.com
0 37

ଫିଲ୍ମ ରେସ ଥ୍ରି ଇନକମ କ୍ଷେତ୍ରରେ ବକ୍ସ ଅଫିସରେ କମାଲ ରହିଛି,କିନ୍ତୁ ଫିଲ୍ମକୁ କ୍ରିଟିକ୍ସ ଏବଂ ଅଧିକାଂଶ ଦର୍ଶକ ଖରାପ ରେସପନ୍ସ ଦେଇଛନ୍ତି । ରେସ ଥ୍ରିର ୱାର୍ଲଡ ୱାଇଲଡ କଲେକ୍ସନ ୨୦୦ କୋଟିରେ ପହଂଚି ସାରିଛି । ଫିଲ୍ମକୁ ଖରାପ ରେସପନ୍ସ ମିଳିଥିବା କାରଣରୁ କୁହାଯାଉଛିଯେ ରେମୋ ଏବଂ ସଲମାନଙ୍କ ମଧ୍ୟରେ ସଂପର୍କ ଠିକ ନାହିଁ ।

ଏହି କଥାକୁ ସାମ୍ନାରେ ରଖି ରେମୋ ତାଙ୍କ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତିଯେ ଆମ ମଧ୍ୟରେ କୌଣସି ସମସ୍ୟା ନାହିଁ । ଆମର ଡ୍ୟାନ୍ସ ଫିଲ୍ମ ପ୍ରସ୍ତୁତ କରିବାର ପ୍ଲାନ ରହିଛି । ସଲମାନଙ୍କ ଭାରତ ଏବଂ ଦବଙ୍ଗର ସୁଟିଂ ସରିବା ପରେ ଏହି ଫିଲ୍ମ ଆରମ୍ଭ ହେବ ।

ରେମୋ କହିଛନ୍ତିଯେ ଏବେ ସେ ବରୁଣ ଧାୱନ ଏବଂ କ୍ୟାଟ୍ରିନାଙ୍କ ନେଇ କାମ କରୁଛନ୍ତି । ସଲମାନ ମଧ୍ୟ ଭାରତରେ ବ୍ୟସ୍ତ ଅଛନ୍ତି । ଏହାପରେ ଦବଙ୍ଗର ସୁଟିଂ ସରିଯିବ ଏବଂ ଆମେ ଡ୍ୟାନ୍ସ ଫିଲ୍ମ ଆରମ୍ଭ କରିବୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More