Only for Entertainment

ରାଶିରୁ ଜାଣନ୍ତୁ ଆପଣଙ୍କୁ ଜୀବନରେ କେତେ ଥର ପ୍ରେମ ହୋଇପାରେ ।

punjab keasri
38

ପ୍ରେମ କେତେବେଳେ କାହାକୁ ହୋଇଯାଏ ତାହା କହି ହୁଏ ନାହିଁ ।କେହି କେହି ଜୀବନରେ ଥରେ ମାତ୍ର ପ୍ରେମ କରନ୍ତି ତ ଆଉ କାହାକୁ ବାରମ୍ବାର ପ୍ରେମ ହୋଇଯାଏ ।ତେବେ ଆଜି ଆମେ ଆପଣଙ୍କୁ ରାଣି ହିସାବରେ କହିବୁଯେ ଆପଣଙ୍କୁ ଜୀବନରେ କେତେ ଥର ପ୍ରେମ ହୋଇପାରେ ।

ମେଷ- ଏହି ରାଶିର ଲୋକ ଜୀବନରେ ଥରେ ମାତ୍ର ପ୍ରେମରେ ପଡ଼ନ୍ତି,କିନ୍ତୁ ଯଦି କେବେ ପ୍ରେମରେ ଧୋକା ମିଳିଯାଏ,ତେବେ ଏମାନେ ବାସ୍ତବ ଭଲ ପାଇବା ଖୋଜିଥାନ୍ତି ।

ବୃଷ-ଏହି ରାଶିର ଲୋକ ସାରା ଜୀବନରେ ଯେମିତି ହେଉ ଦୁଇ ଥର ପ୍ରେମରେ ପଡ଼ନ୍ତିଚିନ୍ତୁ ଏମାନଙ୍କ ଭଲ ପାଇବାରେ ଛଳନା ନଥାଏ ।

ମିଥୁନ-ଏହି ରାଶିର ଲୋକ ଜୀବନରେ ଯେମିତି ହେଉ ୪ ଥର ପ୍ରେମ କରନ୍ତି ଏବଂ ଅତି ସହଜରେ । ବାସ୍ତବରେ ଏହି ରାଶିର ଲୋକ ଖୁବଶୀଘ୍ର ସଂପର୍କରୁ ବାହାରି ଯାଆନ୍ତି । ତେଣୁ ଏମାନଙ୍କୁ ପୁଣିଥରେ ପ୍ରେମ ହୋଇଯାଏ ।

କର୍କଟ- ଏହି ରାଶିର ଲୋକ ପର୍ଫେକ୍ଟ ଲଭ ଲାଇଫ ପାଇଁ ସ୍ୱପ୍ନ ଦେଖନ୍ତି ।ଯେଉଁ କାରଣରୁ ଏମାନଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥାଏ । ତେଣୁ ଏମାନଙ୍କ ଆଉ ଏକ ପ୍ରେମ ଖୋଜିବୁଲନ୍ତି ।

ସିଂହ- ଏହି ରାଶିର ଲୋକ ପ୍ରଥମ ଥର ପ୍ରେମରେ ସଫଳ ନ ହୋଇପାରିବାରୁ ଦ୍ୱିତୀୟ ଥର ପ୍ରେମରେ ପଡ଼ନ୍ତି । କିନ୍ତୁ ଦ୍ୱିତୀୟ ଥର ଏମାନେ ଖୁବ ଭାବିଚିନ୍ତି ନିଷ୍ପତ୍ତି ନେଇଥାନ୍ତି ।

କନ୍ୟା ରାଶି-ଏହି ରାଶିର ଲୋକ କେବଳ ଥରେ ପ୍ରେମ କରନ୍ତି । ଏହା ସହିତ ସର୍ତ୍ତ ଥାଏଯେ ଆମ୍ବିସନ ଯେପରି ମଝିରେ ନ ଆସେ ।

ତୁଳା- ଏହି ରାଶିର ଲୋକ ଅତି କମରେ ୩ ଥର ପ୍ରେମ କରନ୍ତି । ଏଥିରୁ ସେମାନଙ୍କୁ କିଛି ନା କିଛି ନୂଆ ଶିଖିବାକୁ ମିଳିଥାଏ ।

ବିଛା-ଏହି ରାଶିର ଲୋକ କିଛି ମାତ୍ରାରେ ସ୍ୱାର୍ଥପର ହୋଇଥାନ୍ତି । ଏଭଳି ଲୋକ ଦୁଇ ଥର ପ୍ରେମରେ ଅସଫଳ ହୁଅନ୍ତି ଏବଂ ଏହାପରେ ପ୍ରାକ୍ଟିକଲ ହୋଇ ବଂଚନ୍ତି ।

ଧନୁ-ପ୍ରମର ନୂଆ ନୂଆ ଭାବନା ଏମାନଙ୍କୁ ଖୁବ ଭଲ ଲାଗେ ।ଏମାନେ ୫ ଥର ପ୍ରେମ କରନ୍ତି ।ପ୍ରଥମେ ସବୁ ଭଲ ଲାଗେ କିନ୍ତୁ ପ୍ରେମରେ ଗମ୍ଭୀରତା ଆସିଲେ ଏମାନେ ଦୂରେଇ ଯାଆନ୍ତି ।

ମକର- ଏମାନେ ନିଜ କାମକୁ ନେଇ ଯେତିକି ଆମ୍ବିଏନ୍ସ ସଂପର୍କକୁ ନେଇ ମଧ୍ୟ ସେତିକି । ଯଦି ଏମାନଙ୍କୁ ସେହିଭଳି ଲୋକ ଜଣେ ମିଳିଯାଏ ସେମାନେ ପୂରା ସାଥ ଦିଅନ୍ତି ।

କୁମ୍ଭ- ଏମାନେ ପ୍ରାୟ ସ୍ୱପ୍ନରେ ରହିଥାନ୍ତି ଏବଂ ନିଜ ସଂପର୍କକୁ ନିଜେ ଖରାପ କରି ଦିଅନ୍ତି । ଜୀବନରେ ଏମାନେ ଥରେ ମାତ୍ର ପ୍ରେମ କରନ୍ତି ଏବଂ ଫେୟାରି ଟେଲ ଭଳି ଡିଲ କରନ୍ତି ।

ମୀନ- ସ୍ୱାଧୀନତା ଏବଂ ପ୍ରେମକୁ ନେଇ ଏମାନେ ସବୁବେଳେ ଦ୍ୱନ୍ଦରେ ରହିଥାନ୍ତି । ଏହି କାରଣରୁ ଏମାନେ ଅଧିକାଂଶ ଥର ପ୍ରେମ କରନ୍ତି । ମନ ମୁତାବକ ପାର୍ଟନର ମିଳିଲେ ଏମାନେ ସଚ୍ଚୋଟତାର ସହିତ ରହିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More