Only for Entertainment

ଝିଅମାନଙ୍କୁ ମା’ଙ୍କ ନକଲି କବର ନିକଟକୁ ନେଇ ଖୁବ କାନ୍ଦୁଥିଲେ ସଂଜୟ ଦତ୍ତ । ଏହାପରେ କରୁଥିଲେ ଏହି କାମ ।

amarujala
0 61

ରାଜକୁମାର ହିରାନୀଙ୍କ ଫିଲ୍ମ ସଂଜୁ ରିଲିଜ ହୋଇସାରିଛି ଏବଂ ବାହୁବଳୀ ଭଳି ଫିଲ୍ମର ରେକର୍ଡ଼ ଭାଙ୍ଗି ଇତିହାସ ରଚିଛି । ଫିଲ୍ମରେ ତାଙ୍କ ଦୁଇ ପତ୍ନୀଙ୍କ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ । ଏହା ସହିତ ଫିଲ୍ମରେ ଦେଖାଯାଇଛିଯେ ସଂଜୟ ଦତ୍ତଙ୍କର ୩୦୮ ଗର୍ଲଫ୍ରେଣ୍ଡ ଥିଲେ । ଯଦି ପିଲାଦିନରୁ ଆରମ୍ଭ କରି ଏପର୍ଯ୍ୟନ୍ତ ତାଙ୍କ କାହାଣୀ ଦେଖିବେ ତେବେ ଜାଣିପାରିବେଯେ ତାହା କୌଣସି ଫିଲ୍ମ ଠାରୁ କମ ନୁହେଁ ।

କିଛି ଦିନ ପୂର୍ବରୁ ରାଜକୁମାର ହିରାନୀ କହିଛନ୍ତିଯେ ସଂଜୟ ଦତ୍ତ ଝିଅଙ୍କୁ ଇମ୍ପ୍ରେଶ କରିବା ପାଇଁ ଏକ ଖାସ ଟ୍ରିକ ବ୍ୟବହାର କରୁଥିଲେ । ସେ କହିଛନ୍ତିଯେ ସଂଜୟ ଦତ୍ତ ଯାହାକୁ ପସନ୍ଦ କରୁଥିଲେ ତାଙ୍କୁ ତାଙ୍କ ମା’ଙ୍କ କବ୍ର ନିକଟକୁ ନେଇ ଯାଉଥିଲେ । କିନ୍ତୁ ତାହା ନରଗିସ ଦତ୍ତଙ୍କର ନଥିଲା । ଏହା ଥିଲା ଝିଅଙ୍କୁ ଇମୋଶନାଲ ଭାବରେ ତାଙ୍କ ସହିତ ଯୋଡ଼ିବାର କାରଣ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More